କରୋନା ସଂକ୍ରମିତ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
ପାଟନା ୧୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବିହାରରେ କରୋନା ଭାଇରସ୍ ସଂକ୍ରମଣ କମିବାର ନାମ ନେଉନାହିଁ । ଏହି ସଂକ୍ରମଣ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିଛି। ସେହିପରି ଓମିକ୍ରନ୍ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍ ଚିହ୍ନଟ!-->…