Browsing Tag

boarder

ଦିଲ୍ଲୀ ସୀମାରୁ ଆଜିଠାରୁ କୃଷକଙ୍କ ଘରବାହୁଡା

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଏକବର୍ଷରୁ ଅଧିକ କାଳ କୃଷି ଆଇନ ପ୍ରତ୍ୟାହାର ସମେତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ଦାବିରେ ଆନ୍ଦୋଳନର ଚାଷୀମାନେ ସେମାନଙ୍କର ଆନ୍ଦୋଳନ ଧର୍ମଘଟକୁ ପ୍ରତ୍ୟାହାର କରିନେଇଛନ୍ତି। ଏ

ସୀମା ବିବାଦ: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସେନା

ଭାରତର ରଣନୀତି ଆଗରେ ହାର ମାନିଲା ଚୀନ : ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ । ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା

ଲଦାଖର ଏଲ୍‌ଏସିରେ ହାଇଆଲର୍ଟ; ବାୟୁସେନା ପ୍ରସ୍ତୁତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନାକୁ ନେଇ ଭାରତର ବାୟୁସେନା ବୁଧବାର ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଣ କରିଛି। ବାୟୁସେନାର ସୁଖୋଇ, ମିଗ୍‌ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ

ଭାରତ-ଚୀନ ଉତ୍ତେଜନା ମଧ୍ୟରେ LACରେ ମୁତୟନ ହେଲେ ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଲଦାଖ ସଂଲଗ୍ନ ସୀମାରେ ଭାରତ ଓ ଚୀନ୍‌ ସେନା ଗତ କିଛି ମାସ ଧରି ମୁହାଁମୁହିଁ ଅବସ୍ଥାରେ ଥିଲାବେଳେ ଏବେ ଯେକୌଣସି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଏଇ ସେପ୍ଟେମ୍ବର ମାସ ସବୁଠାରୁ

ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ, ସେନାକୁ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲଦାଖ ୦୨/୦୯ : ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।

ସୀମା ବିବାଦ ନେଇ ସିଡିଏସ୍‍ ବିପିନ ରାୱତ ଚୀନକୁ ଦେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଚେତାବନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୮: ଚୀନ ସହିତ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‍) ଜେନେରାଲ ବିପିନ ରାୱତ। ସୋମବାର ଜେନେରାଲ ରାୱତ କହିଛନ୍ତି ଯେ ଚୀନ ସହିତ ସୀମା
error: Content is protected !!
Open chat