Browsing Tag

by

କୋଭିଡ୍‌-୧୯ ମାମଲାଜନିତ ‘ହୋମ୍‌ ଆଇସୋଲେସନ୍’ ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ ୦୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଘରେ ଏକାନ୍ତବାସ (ହୋମ୍‌ ଆଇସୋଲେସନ୍‌) କରୁଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସଂଶୋଧିତ ଗାଇଡ୍‌ଲାଇସନ୍‌ ଅନୁସାରେ, ପଜିଟିଭ୍ ବାହାରିବାର ଅନ୍ୟୂନ ୭ ଦିନ ଧରି ଘରେ ରହିବା ସହ…

୩ ପ୍ରତିଶତ ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ବର ୦୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ସଂଶୋଧିତ ଦରମାହାର ନିୟମାବଳୀ ୨୦୧୭ରେ ଦରମାପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା  ୨୮ ପ୍ରତିଶତରୁ ବୃଦ୍ଧି ପାଇ…

ପୁସ୍ତକକୁ ନେଇ ବିବାଦ: ସଲମନ ଖୁର୍ସିଦଙ୍କ ବିରୋଧରେ ଏତଲା ଦାଏର ପାଇଁ ଅଦାଲତଙ୍କ ଆଦେଶ

ନୂଆଦିଲ୍ଲୀ ୨୩/୧୨/୨୦୨୧ କଳିଙ୍ଗ ଜ୍ୟୋତି: ସଲମନ ଖୁର୍ସିଦ ତାଙ୍କର ନୂଆ ପୁସ୍ତକ ‘ସନରାଇଜ ଓଭର ଅଯୋଧ୍ୟା: ନେସନହୁଡ ଇନ ଆୱାର ଟାଇମ୍ସ’କୁ ନେଇ ବିବାଦୀୟ ହୋଇପଡିଛନ୍ତି । ଏଥିରେ ସେ ହିନ୍ଦୁତ୍ୱକୁ ନେଇ ଦେଇଥିବା ମନ୍ତବ୍ୟ ମୂଳ ବିବାଦର କାରଣ ହୋଇଛି । ଏହାକୁ ହିନ୍ଦୁ ଧର୍ମର ଅନେକ ତୀବ୍ର…

‘ଦିବ୍ୟ କାଶୀ-ଭବ୍ୟ କାଶୀ’ ପାଇଁ ଉତ୍ସବମୁଖର ବାରାଣସୀ: ଆଜି କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଦୁଇଦିନିଆ ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି…

ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ଆଇଆର୍‌ସିଟିସି

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏବଂ ପର୍ଯ୍ୟଟନ ଶାଖା ଆଇଆର୍‌ସିଟିସି ଆସନ୍ତାମାସଠାରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ ବୋଲି ଘୋଷଣା କରିଛି। କୋଭିଡ୍‌ ପୂର୍ବରୁ ଆଇଆର୍‌ସିଟିସି ଦିନକୁ ପ୍ରାୟ ୨୦ ହଜାର ଇ-କ୍ୟାଟରିଂ ବରାଦ ଗ୍ରହଣ କରୁଥିଲା। ମାତ୍ର ‌କରୋନା କାରଣରୁ ୨୦୨୦ ମାର୍ଚ ୨୨…

ଭାରତ ବାୟୋଟେକ୍‌ର ଘୋଷଣା: କୋଭାକ୍ସିନର ସାଇଡ ଇଫେକ୍ଟ ପଡିଲେ କମ୍ପାନୀ ଦେବ କ୍ଷତିପୂରଣ,ଫର୍ମରେ ଲେଖିବାକୁ ହେବ…

ନୂଆଦିଲ୍ଲୀ,୧୬।୧: ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍‌କୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଭିତରେ କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଭ୍ୟାକସିନର ଖରାପ ପ୍ରଭାବ ଯଦି ପଡୁଛି ତେବେ ଲାଭାର୍ଥୀଙ୍କୁ କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ, କମ୍ପାନୀ ନିଜର ଫର୍ମରେ ଏ…

ସବୁଦିନ ପାଇଁ ବନ୍ଦ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ

ୱାଶିଂଟ: ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଶନିବାର ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏ ନେଇ ଟ୍ବିଟର ସେଫଟି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।  ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ…

ଲଭ୍ ଜିହାଦ ଆଇନରେ ମୋହର ମାରିଲେ ମଧ୍ୟପ୍ରଦେଶର ଶିବରାଜ ସରକାର, ଅଭିଯୋଗ ପ୍ରମାଣିତ ହେଲେ ୧୦ ବର୍ଷ ଜେଲ୍

ଭୋପାଳ : ଲଭ୍ ଜିହାଦକୁ ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’ କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଛି। ଡିସେମ୍ବର…

ପରୀ ହତ୍ୟା ଘଟଣା : ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଏନସିପିସିଆର୍, କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ…

ନୂଆଦିଲ୍ଲୀ : ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ରାଜ୍ୟ ସରକାରଙ୍କ ନିର୍ଦେଶରେ କରାଯାଉଥିବା ଏସ୍‌ଆଇଟି ତଦନ୍ତରେ ତୃଟି ଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ…

ସୀମା ବିବାଦ: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସେନା…
error: Content is protected !!
Open chat