Browsing Tag

by

ଟିକାକରଣ ପାଇଁ ଏସଓପି ଜାରି କଲା କେନ୍ଦ୍ର: ଗୋଟିଏ ପର୍ଯ୍ୟାୟରେ ୧୦୦ଜଣଙ୍କୁ ଦିଆଯିବ କରୋନା ଟିକ‌ା

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ଉପରେ ସମସ୍ତଙ୍କ ନଜର ରହିଛି। ଟିକା ଆସିବା ପୂର୍ବରୁ ଭାରତ ସରକାର ଟିକାକରଣ କେମିତି ହେବ, ସେ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ଟିକାକରଣକୁ ସହଜ ଏବଂ ଭିଡ଼ କମାଇବା ପାଇଁ…

‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନରେ ଆମ ଦେଶ ଏବଂ ସମ୍ବିଧାନର ନିର୍ମାଣ ହୋଇଛି। ଆମ ସଂସଦ…

‘ଇସ୍ରୋ’ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ‘ଜିପିଏସ୍‌’କୁ ସ୍ବୀକୃତି ଦେଲା ‘ଆଇଏମ୍‌ଓ’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ସ୍ବୀକୃତି ‌ଦେଇଛି। ‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ…

ନେପାଳର ଘୋଷଣା : ପୂର୍ବାପେକ୍ଷା ବଢ଼ିଛି ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ଉଚ୍ଚତା

କାଠମାଣ୍ଡୁ: ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭେରେଷ୍ଟର ନୂଆ ଉଚ୍ଚତା ଘୋଷଣା କରିଛି ନେପାଳ । ମଙ୍ଗଳବାର ଉଭୟ ନେପାଳ ଓ ଚୀନ ହିମାଳୟର ଉଚ୍ଚତମ ଶିଖର ଏଭେରେଷ୍ଟର ନୂଆ ଉଚ୍ଚତା ସାର୍ବଜନୀନ କରିଛନ୍ତି । ପୂର୍ବରୁ କରାଯାଇଥିବା ଉଚ୍ଚତାଠାରୁ ଏବେ ଘୋଷିତ ଉଚ୍ଚତା ଅଧିକ । ଏଭେରେଷ୍ଟର ନୂଆ…

ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ହଟିଲା ଗଞ୍ଜେଇ

ଭିଏନା: ମିଳିତ ଜାତିସଂଘ ବିଶ୍ବର ବିପଜ୍ଜନକ ନିଶା (ଡ଼୍ରଗ୍) ତାଲିକାରୁ ଗଞ୍ଜେଇକୁ ବାଦ ଦେଇଛି । ନାରକୋଟିକ୍ସ ସଂକ୍ରାନ୍ତ ୧୯୬୧ କନଭେନସନ ତାଲିକାରୁ ଗଞ୍ଜେଇର ପତ୍ର ଓ ଗଞ୍ଜେଇର କଢ଼କୁ ବାଦ ଦେବା ନିମନ୍ତେ ହୋଇଥିବା ଭୋଟ ୨୭-୨୫ ଭୋଟରେ ଗୃହୀତ ହୋଇଛି । ଫଳରେ ଆନ୍ତର୍ଜାତିକସ୍ତରରେ ଗଞ୍ଜେଇ…

୧,୭୦୯ ଜଣ ପୁଲିସ କର୍ମଚାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୁଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।…

ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି ୩୦% ପର୍ଯ୍ୟନ୍ତ କମିପାରେ

ସ୍କୁଲ ଫି’ ଛାଡ଼କୁ ନେଇ ବୈଠକରେ ସହମତି କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୧/୦୯: କରୋନାକୁ ନେଇ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍‌ଲାଇନ୍‌ ଯୋଗେ ଚାଲିଛି ପାଠପଢା। ତେବେ ସ୍କୁଲ୍‌ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ…

ହୋମ୍ ଆଇସୋଲେସନ୍ ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୬/୦୯: ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଅଞ୍ଚଳରେ ଥିବା ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଉଭୟ ହୋମ୍‌ ଓ ପେଡ୍ ଆଇସୋଲେସନ୍‌ ଉପରେ ବିଏମ୍‌ସି କଡ଼ା…

ରାଜଧାନୀ: ପୁଣି ଖାକିରେ ଦାଗ ! ! ଲକଡାଉନ ସମୟରେ ପୁଲିସକର୍ମୀଙ୍କ ଦ୍ୱାରା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ !

ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି;ତଦନ୍ତ ଜାରି ରହିଛି : ଡିସିପି,ଭୁବନେଶ୍ଵର ମାମଲାରେ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୯: ଲକଡାଉନ୍ ସମୟରେ ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କର୍ମଚାରୀ…

ମୋତେ ଧମକ ଦିଆଯାଉଛି, ମୁମ୍ବାଇ ମୋତେ ପାକିସ୍ତାନ ଅଧିକୃତ କଶ୍ମୀର ଭଳି ଲାଗିଲାଣି: କଙ୍ଗନା ରାଣାୱତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୩/୦୯ : ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ କ୍ରମାଗତଭାବେ ଚର୍ଚ୍ଚା ଜାରି ରହିଛି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରାଣାୱତ ନ୍ୟାୟ ଦାବି କରି ଆରମ୍ଭରୁ ନିଜର ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଏ ଭିତରେ କଙ୍ଗନା ଏବଂ…
error: Content is protected !!
Open chat