ଦୀପ ତଳ ଅନ୍ଧାର: ଘନଘନ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ରାଜଧାନୀବାସୀ ଅତିଷ୍ଠ – ଅନ୍ୟ ଅଞ୍ଚଳ କଥା ପଚାରେ କିଏ ?
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ରାଜ୍ୟ ତମାମ ସହରାଞ୍ଚଳରେ ବିଦ୍ୟୁତକାଟକୁ ନେଇ ଅତିଷ୍ଠ ହେଲେଣି ଉପଭୋକ୍ତା । ଅଘୋଷିତ ଭାବେ ଦୈନିକ ୧୦ରୁ ୨୦ଥର ଯାଏ ବିଦ୍ୟୁତ କାଟ ହେଉଛି । କେତେବେଳେ ଡ୍ରପ ଆଉଟ ହେଉଛି ବୋଲି କୁହାଯାଉଛି ତ କେତେ ବେଳେ ସଟ ଡାଉନ ନିଆଯାଇଛି ବୋଲି ଲୋକଙ୍କୁ!-->…