ରାଜ୍ୟରେ କୋଭିଡ୍ର ତୃତୀୟ ଲହର ଚାଲିଛି – ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର ୧୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ କୋଭିଡ୍ର ତୃତୀୟ ଲହର ଚାଲିଛି । ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ ପ୍ରାଧାନ୍ୟତା ଦେଉଛନ୍ତି । ଏଥିପାଇଁ ଲକ୍ ଡାଉନ୍!-->…