Browsing Tag

corona vaccine

ଶ୍ରୀମନ୍ଦିର କଟକଣା କୋହଳ-ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ ସାର୍ଟିଫିକେଟ

ଭୁବନେଶ୍ବର ୧୪/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଶ୍ରୀମନ୍ଦିରରେ ପ୍ରବେଶ କଟକଣା କୋହଳ ହୋଇଛି। ଏଣିକି ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଫେବୃଆରୀ ୨୧ ପରେ ବିନା ଟିକା ସାର୍ଟିଫିକେଟରେ ପ୍ରବେଶ କରିହେବ। ଅଧିକାଂଶ…

ଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନ ବିପଜ୍ଜନକ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଜେନେଭା ୧୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଓମିକ୍ରନ ପ୍ରକରଣ କେବଳ ଦ୍ରୁତ ଗତିରେ ବିଶ୍ୱବାସୀଙ୍କୁ ସଂକ୍ରମିତ କରୁନାହିଁ । ଏହା ମଧ୍ୟ କୋଭିଡ-୧୯ର ଅନ୍ୟ ପ୍ରକରଣ ଭଳି ବିପଜ୍ଜନକ । ଏଥିରେ ଆକ୍ରାନ୍ତ ଲୋକ ହାସପାତାଳରେ ଭର୍ତ୍ତି ହେଉଛନ୍ତି । କେତେକଙ୍କର ମୃତ୍ୟୁ ଘଟୁଛି । ତେଣୁ ଏହାକୁ ହାଲୁକା…

ରାଜ୍ୟରେ ୧୦% ବୟସ୍କ ଏବେ ବି ନେଇ ନାହାନ୍ତି କରୋନା ଟିକା

ଭୁବନେଶ୍ବର ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟରେ ବୟସ୍କ ବ୍ୟକ୍ତିମାନଙ୍କ ଉପରୁ କରୋନା ବିପଦ ଟଳିନି। ଏବେ ରାଜ୍ୟରେ କରୋନାରେ ଯେତେ ଲୋକ ମରୁଛନ୍ତି ସେଥିରେ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ତେଣୁ ବୟସ୍କ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ଉପରେ ଗୁରୁତ୍ବ ଦିଆଯାଉଛି। ହେଲେ…

କରୋନା ଠାରୁ ମଧ୍ୟ କ୍ଷତିକାରକ ଭାଇରସ୍‌ ତୃଣମୂଳ, ବିଜେପି ଏହାର ଭାକ୍‌ସିନ୍‌ : ଦିଲୀପ୍‌ ଘୋଷ

କୁଲ୍ପି – ପଶ୍ଚିମ ବଙ୍ଗ ବିଜେପି ପ୍ରମୁଖ ଦିଲୀପ ଘୋଷ ବିସ୍ଫୋରକ ବୟାନ ଦେଇଛନ୍ତି । ବୁଧବାର ଦିନ ଶାସନରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ କୋଭିଡ-୧୯ ଠାରୁ ମଧ୍ୟ ବିପଦପୂର୍ଣ୍ଣ ଭାଇରସ୍‌ ଭାବେ ଦର୍ଶାଇଛନ୍ତି । ଘୋଷ ବୁଧବାର ଦିନ ସେ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା…

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ: ଆସନ୍ତା ବର୍ଷ ମଧ୍ୟ ଭାଗ ପରେ ସାର୍ବଜନୀନ ହୋଇପାରେ କରୋନା ଟୀକା

ଜେନେଭା/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୯ : କରୋନା ସଂକ୍ରମଣ ବୃଦ୍ଧି ଜନିତ ଆଶଙ୍କା, କରୋନା ଟୀକା ଉଦ୍ଭାବନ ଆଶା ମଧ୍ୟରେ ନିରାଶାବାଣୀ ଶୁଣାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ । ଆସନ୍ତା ବର୍ଷ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଟୀକା ମିଳିବା ଆଶା ନାହିଁ ବୋଲି କହିଛନ୍ତି…

ପାକିସ୍ତାନକୁ ଛାଡି ସମସ୍ତ ପଡୋଶୀ ଦେଶଙ୍କୁ କରୋନା ଭ୍ୟାକସିନ୍ ଦେବାରେ ସାହାଯ୍ୟ କରିବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: କରୋନା ମହାମାରୀର ତାଣ୍ଡବ ଶେଷ ହୋଇନି। ପ୍ରତିଦିନ ଭାରତ ସହ ସାରା ବିଶ୍ବରେ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। କରୋନା ପାଇଁ ଭାରତ ପକ୍ଷରୁ ଭ୍ୟାକସିନ୍ ତିଆରି କରିବାର ଉଦ୍ୟମ ଜାରି ରହିଛି। ଏହି ଭ୍ୟାକସିନ୍ ଯୋଜନାର ସୂଚନା ଦେଇ କିଛି…

ଅଗଷ୍ଟ ଶେଷ ସୁଦ୍ଧା ବଜାରକୁ ଆସିବ ରୁ‌ଷ୍ ଉତ୍ପାଦିତ କୋଭିଡ୍‌-୧୯ ଟିକା “ସ୍ପୁଟ୍‌ନିକ୍‌-୫” : ରିପୋର୍ଟ

ନୁଆଦିଲ୍ଲୀ / ମସ୍କୋ: କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବାକୁ ରୁଷ୍‌ ନୂଆ ଟିକା ଉତ୍ପାଦନ ଆରମ୍ଭ କରିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଠାରୁ ସୂଚନା ପାଇ ‘ଇଣ୍ଟର୍‌ଫ୍ୟାକ୍ସ’ ନିଉଜ୍ ଏଜେନ୍‌ସି ଶନିବାର ଦିନ ରିପୋର୍ଟ କରିଛି।ରୁଷ୍‌ କହିଛି ଯେ, ମସ୍କୋର ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌…

କୌଣସି ରାଜ୍ୟ ସରକାର ନିଜ ଇଚ୍ଛାରେ କିଣି ପାରିବେନି କରୋନା ଟିକା :କେନ୍ଦ୍ର ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୮ : ମହାମାରୀ କରୋନାକୁ ମାତ ଦେବା ପାଇଁ ଏକାଧିକ ଟିକା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି। କିଛି କରୋନା ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ବେଳେ ଆଉ କିଛି ଟିକାର ଉତ୍ପାଦନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାକୁ…

‘ସ୍ପୁତନିକ ଭି’ : ରୁଷ ସାମ୍ନାକୁ ଆଣିଲା ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନର ଅଫିସିଆଲ ଫଟୋ

ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ସାମ୍ନାକୁ ଆସିଲା ରୁଷର କରୋନା ଭ୍ୟାକ୍ସିନ ‘ସ୍ପୁତନିକ ଭି’ର ଅଫିସିଆଲ ଫଟୋ ନିକଟରେ ରୁଷ ସଫଳତାର ସହ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହା କରିବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଟୀକାକରଣର ପ୍ରଥମ ମାତ୍ରା…

ସେରମ ଇନଷ୍ଟିଚ୍ୟୁଟ ଗେଟ୍ସ ଫାଉଣ୍ଡେସନ୍ ସହ ମିଶି ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁନେ/ବେଙ୍ଗାଲୁରୁ ୦୮/୦୮: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଗାଭି, ଭ୍ୟାକ୍ସିନ୍ ଆଲାଇନ୍ସ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଏକ ନୂଆ ଭାଗିଦାରୀରେ ପ୍ରବେଶ କରିଛି ଯାହା ଭାରତ ଏବଂ କମ୍ ଆୟକାରୀ ଦେଶମାନଙ୍କ ପାଇଁ ୧୦୦ ମିଲିୟନ୍ ଡୋଜ୍…
error: Content is protected !!
Open chat