କରୋନା ସଂକ୍ରମଣକୁ ପୁରିଲା ବର୍ଷେ ତଥାପି ଭୟରେ ବିଶ୍ୱ
ସାରା ବିଶ୍ୱରେ ଛ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା ଏବଂ ୧୪ ଲକ୍ଷରୁ ଅଧକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ୨୦୧୯ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା। ଆଜି ଏହାକୁ ଗୋଟିଏ ବର୍ଷ ପୁରଣ ହୋଇଥିବା ବେଳେ କରୋନା ପ୍ରଭାବ ଯଦିଓ କିଛି ମାତ୍ରାରେ ହ୍ରାସ ପାଇଛି କିନ୍ତୁ ବିଶ୍ୱର!-->…