Browsing Tag

covid-19

୨୦୨୧ସୁଦ୍ଧା ବିଶ୍ବ ସ୍ତରରେ ବିତରଣ ହେବା ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା: ଚୀନ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ସମୟରେ, ଚାଇନାର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନି କହିଛି ଯେ, ୨୦୨୧ ସୁଦ୍ଧା ଆମେରିକା ସମେତ ବିଶ୍ବବ୍ୟାପୀ ବିତରଣ ପାଇଁ କରୋନା ଭୂତାଣୁ ଟିକା…

ଡବ୍ଲୁଏଚଓ ଜାରି କଲା ଆଡଭାଇଜରୀ : ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇ ପାରିବ ଷ୍ଟେରଏଡ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ମାମଲାର ଗ୍ରାଫ୍ ବଢିବାରେ ଲାଗିଛି। ଭାରତ, ଆମେରିକା ସହିତ ବହୁ ଦେଶ ଏଥିରେ କବଳିତ ହୋଇଛି। ଏହାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଔଷଧ ଓ ଟିକା ବିକଶିତ କରିବାରେ ଲାଗିଛନ୍ତି। ଏହା ଭିତରେ ଏକ…

ହ୍ୟାକ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ହ୍ୟାକ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ। ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର ଆକାଉଣ୍ଟ ଜରିଆରେ କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ବିଟକଏନ୍ ଦାବି କରିଥିବା ସାମ୍ନାକୁ…

ଜେଇଇ ମେନ୍‍ ପ୍ରବେଶିକା- ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ । ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‍ ଏବଂ ଜେଇଇ ମେନ୍‍…

କରୋନା ମୁକାବିଲା ପାଇଁ ରାଜ୍ୟଗୁଡିକୁ ୩ କୋଟିରୁ ଅଧିକ ଏନ-95 ମାସ୍କ ବିନା ମୂଲ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୮ : କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର…

କୋଭିଡ୍‌-୧୯କୁ ନେଇ ଗୁଜବ, ଅପପ୍ରଚାର କରୁଥିବା ଭିଡିଓ, ଅଡିଓ ଓ ଚିତ୍ର କିମ୍ବା କୌଣସି ଲେଖା ସେୟାର ଏକ ଅପରାଧ :…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୪/୦୮: କୋଭିଡ୍‌-୧୯କୁ ନେଇ ଅପପ୍ରଚାର ଅପରାଧ। ମାର୍ଚ୍ଚରୁ ଅଗଷ୍ଟ ଭିତରେ ରାଜ୍ୟ ପୁଲିସର ବିଭିନ୍ନ ଥାନାରେ ୭୩ଟି ମାମଲା ରୁଜୁ ହେଲାଣି। ଏହାକୁ ନେଇ ସରକାରଙ୍କ ସହ ପୁଲିସ ମଧ୍ୟ କଠୋର ହୋଇଛି। ଏଣୁ ସମସ୍ତେ ସୁଧୁରି ଯାଅ। କୋଭିଡ୍‌କୁ ନେଇ ଗୁଜବ,…

କୋଭିଡ୍ ସମୟରେ, JEE ମେନ୍ ୨୦୨୦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: କୋଭିଡ୍ ସମୟରେ JEE ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଜାଣି ନିଅନ୍ତୁ କ’ଣ ରହିଛି ଏଥିରେ :- – COVID-୧୯ ହେତୁ, ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନେକ ସମୟ ଏବଂ…

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନାରୁ ଆଶୁ ଆରୋଗ୍ଯ କାମନା କରି SRCT ଅଧ୍ୟକ୍ଷ ରଞ୍ଜିତ…

ସୁଲୋଚନା ରାମକୃଷ୍ଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ମହାପାତ୍ର କେନ୍ଦ୍ର ପିଏନଜି-ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନାରୁ ଶୀଘ୍ର ଆରୋଗ୍ୟ କାମନା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଠାରେ ଦୀପ ଦାନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଅତି ଘନିଷ୍ଠ…

କୋଭିଡ ସଂକ୍ରମିତ ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ : ୟୁନିସେଫ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୮: ଭୁବନେଶ୍ୱର ଏମ୍ସ ଅଧିନସ୍ଥ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ପକ୍ଷରୁ ୟୁନିସେଫ ସହଯୋଗିତାରେ କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞମାନେ ଯୋଗ ଦେଇ…

କୋଭିଡ୍‌-୧୯ ସଂକ୍ରମଣ ବ୍ୟାପକତାକୁ କମାଇଦିଏ ବିସିଜି ଟିକା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଟ୍ୟୁବରକଲୋସିସ୍‌(ଟିବି) ରୋଗ ପାଇଁ ଉଦ୍ଦିଷ୍ଟ ବିସିଜି(ବ୍ୟାସିଲସ୍‌ କାଲମେଟ୍‌ ଗୁଏରିନ୍‌) ଟିକା ମହାମାରୀ କୋଭିଡ୍‌-୧୯ ସଂକ୍ରମଣର ବ୍ୟାପକତାକୁ କମାଇଦିଏ ବୋଲି ନିକଟରେ ଏକ ଆମେରିକୀୟ ଅନୁଧ୍ୟାନରୁ ଜଣାଯାଇଛି। ଅତି କମ୍‌ରେ ଏହା ପ୍ରଥମ ୩୦ ଦିନ…
error: Content is protected !!
Open chat