କରୋନା ଭ୍ୟାକସିନ୍ ନେବାକୁ Co-WIN ଆପ୍ରେ କରିବାକୁ ହେବ ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ,୩।୧: ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଶନିବାର କରୋନା ଭ୍ୟାକସିନର ଡ୍ରାଇ ରନ୍ ଆରମ୍ଭ ହୋଇ ସାରିଛି। ଏହା ଭିତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍-୧୯ ଭ୍ୟାକସିନର ବିତରଣ ଉପରେ ନଜର, ଡାଟା ରଖିବା ଓ ଲୋକଙ୍କୁ ଭ୍ୟାକସିନ ପାଇଁ ରେଜିଷ୍ଟ୍ରେସନ୍ କରିବା!-->…