Browsing Tag

death

କୋମାରେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ: ଉତ୍ତରାଧିକାରୀ ନେଇ କଳ୍ପନାଜଳ୍ପନା ଆରମ୍ଭ – ଦାୟିତ୍ୱଭାର…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କୋମାରେ ଥିବା ଜଣାପଡିଛି। କିମ୍ ଜୋଙ୍ଗ କୋମାରେ ଥିବା ନେଇ ତାଙ୍କର ଜଣେ ପୂର୍ବତନ ସହକର୍ମୀ ସୂଚନା ଦେଇଛନ୍ତି। ଏବଂ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯ୍ୟ…

କରୋନାରେ ୧୯୬ ଡାକ୍ତରଙ୍କ ମୃତ୍ୟୁ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା IMA

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮:କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି…

ସିବିଆଇ ପଞ୍ଝାରେ ରିୟା,ଆଇପିଏସ ଅଧିକାରୀ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କଲା ସିବିଆଇ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଔପଚାରିକ ଭାବେ ଏଫଆଇଆର ରୁଜ୍ଜୁ କରିଛି | ସିବିଆଇ ଦ୍ୱାରା ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି | ମାମଲାରେ ଗୁଜରାଟ କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି…

ଆଇନ ଜାଲରେ ସାଂଘାତିକ ଫସିଲେ ରିୟା : ଗୋଟେ ପଟେ ସିବିଆଇ ଜାରି କଲା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ମୁମ୍ବାଇ ୦୬/୦୮ : କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ସ୍ବୀକାର କରିଥିବା ସୂଚନା ଦେବା ପରେ ବିଳମ୍ବିତ ସନ୍ଧ୍ୟାରେ ସିବିଆଇ ଏଥି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ବିହାର ସରକାରଙ୍କ ସୁପାରିସ…

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲା ବିଜେପି , ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣିୟମ ସ୍ୱାମୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଦାବି କରାଯାଇଛି। ସିବିଆଇ ତଦନ୍ତ ପାଇଁ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଳକୀ ପ୍ରିୟାଙ୍କ ଆବେଦନ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୩୧/୦୭: ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ପୁଲିସ ଡିଜି ଅଭୟ ଆଜି ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି। ପୂର୍ବାହ୍ନ ୧୦ଟା ବେଳେ କ୍ରାଇମ୍‌ବ୍ରାଞ୍ଚର ତିନିଜଣିଆ ଟିମ୍‌ ରେଳବାଇ ଥାନାରେ…

୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ କରୋନା ଆକ୍ରାନ୍ତ‌ ଚିହ୍ନଟ, ୩୦ ହଜାର ପାର୍‌ କଲା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭ : ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୪୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ…

ଦେଶରେ ରେକର୍ଡ଼ – ୫୨, ୧୨୩ ନୂଆ କରୋନା ଆକ୍ରାନ୍ତ, ୭୭୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪, ୯୬୮କୁ ବୃଦ୍ଧି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭:ଦେଶରେ ପ୍ରଥମ ଥର ପାଇଁ ୫୨ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୫୨ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିନକରେ ଆକ୍ରାନ୍ତ ଚିହ୍ନଟରେ ଏହା ହେଉଛି ସର୍ବାଧିକ । ସେହିପରି ଗତ ୨୪ ଘଂଟାରେ…
error: Content is protected !!
Open chat