୨ ଘଣ୍ଟାରେ ଜାଣିହେବ ଓମିକ୍ରନ ସଂକ୍ରମଣ ସ୍ତିତି, ଆଇସିଏମଆରର ନୂଆ ପରୀକ୍ଷା କିଟ
ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ଆଉ ଏକ ରୂପ ଓମିକ୍ରନକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବା ବେଳେ ଦିବ୍ରୁଗଡ଼ ସ୍ତିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ, ଆଇସିଏମଆର ନୂଆ ନମୁନା କିଟ ପରୀକ୍ଷା ପ୍ରସ୍ତୁତ କରିଛି। ଏହି କିଟ ଜରିଆରେ ମାତ୍ର ୨ଘଣ୍ଟା ମଧ୍ୟରେ ଜଣେ!-->…