ସୋମବାରଠାରୁ ସଂସଦର ବଜେଟ୍ ଅଧିବେଶନ
ଫେବୃୟାରୀ ପହିଲାରେ ସାଧାରଣ ବଜେଟ୍
ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସଂସଦର ବଜେଟ୍ ଅଧିବେଶନ ସୋମବାର(ଆସନ୍ତାକାଲି)ଠାରୁ ଆରମ୍ଭ ହେଉଛି । ପୂର୍ବାହ୍ନ ୧୧ଟାରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତିକ ସର୍ଭେ!-->!-->!-->…