ଆଜି ହେବ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ଶେଷକୃତ୍ୟ
ଭୋପାଳ ୧୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ତାମିଲନାଡୁର କୁନ୍ନୁର ଠାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁଧବାର ପ୍ରାଣ ହରାଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ପାର୍ଥିବ ଶରୀର ଗୁରୁବାର ବେଙ୍ଗାଲୁରୁରୁ ଭୋପାଳ ଅଣାଯାଇଛି । ମୃତଦେହ ଭୋପାଳର ଭୋଜରାଜ ବିମାନବନ୍ଦରରେ!-->…