୧୦୦ ଟଙ୍କାରେ କରୋନା ଟେଷ୍ଟ କରିବାକୁ ଘରୋଇ ହସ୍ପିଟାଲକୁ ସ୍ବାସ୍ଥ୍ୟବିଭାଗର ନିର୍ଦେଶ
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମି ଚାଲିଥିବାବେଳେ ଏହାକୁ ତାଳଦେଇ ବିଭିନ୍ନ ପ୍ରକାର ପରୀକ୍ଷା ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ଜୁଲାଇରେ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୪୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବାବେଳେ ସୋମବାର ଏହାକୁ!-->…