ଆହୁରି ସଶକ୍ତ ହେବ ଏସଟିଏଫ୍ : ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟକୁ ମଞ୍ଜୁରୀ
ଭୁବନେଶ୍ବର ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ରୋକ୍ ଲଗାଇବାକୁ ଆହୁରି ସଶକ୍ତ ହେବ ଏସଟିଏଫ୍। ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ!-->…