Browsing Tag

High Court

ବେସରକାରୀ ସ୍କୁଲଙ୍କ ଧମକ : ଫି’ ଦେବା ପାଇଁ ଅଳଙ୍କାର ବିକିବା ସହ ଫିକ୍ସ ଡିପୋଜିଟ୍‌କୁ ମଧ୍ୟ ଭାଙ୍ଗିବାକୁ ବାଧ୍ୟ…

ଗୁରୁଗ୍ରାମ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ମିଲେନିୟମ୍ ସିଟିରେ ଥିବା ବଡ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବା ବାପା ମା’ଙ୍କର ସ୍ବପ୍ନ ଥାଏ। କିନ୍ତୁ ଏବେ ଫି’ ପ୍ରଦାନ କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ମାର୍ଚ୍ଚ ମାସରୁ ଏବେ ସୁଦ୍ଧା ଲକ୍ଷେ ଟଙ୍କା…

ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି ୩୦% ପର୍ଯ୍ୟନ୍ତ କମିପାରେ

ସ୍କୁଲ ଫି’ ଛାଡ଼କୁ ନେଇ ବୈଠକରେ ସହମତି କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୧୧/୦୯: କରୋନାକୁ ନେଇ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାବେଳେ ଅନ୍‌ଲାଇନ୍‌ ଯୋଗେ ଚାଲିଛି ପାଠପଢା। ତେବେ ସ୍କୁଲ୍‌ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ…

ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତି ନେବାକୁ କହିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ : ସୁପ୍ରିମକୋର୍ଟଙ୍କ…

କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିପାରିବ ମନ୍ଦିର, ପାଳନ ହେବ କୋଭିଡ୍ ଗାଇଡ୍ ଲାଇନ୍ କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୧/୦୮: ରାଜ୍ୟରେ ମନ୍ଦିର ଓ  ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦାବି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଯେଉଁ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ…

ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌…

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୯/୦୮: ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା…

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଜବତ ଗାଡ଼ିକୁ ଖରା,ବର୍ଷାରେ ପକାଇ ରଖି ନଷ୍ଟ କରନି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୮: ଅପରାଧିକ ମାମଲାରେ ଜବତ ଗାଡିକୁ ଦୀର୍ଘଦିନ ଖରା,ବର୍ଷାରେ ପକାଇ ରଖିବା, ତା’ର କୌଣସି ରକ୍ଷଣାବେକ୍ଷଣ ନକରିବା ଘଟଣାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ପଦକ୍ଷେପ ପରେ ଗାଡ଼ିକୁ ମାଲିକ ଜିମା ‌ଦେବାରେ ସମସ୍ୟା ନାହିଁ ବୋଲି…

ଭଦ୍ରକ ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଆଖଣ୍ଡଳମଣିଙ୍କ ପୀଠ ଚତୁଃପାର୍ଶ୍ୱରୁ ହେବ ଜବରଦଖଲ ଉଚ୍ଛେଦ

ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ପୀଠ ତଥା ମନ୍ଦିର ପରିସର ଓ ଚତୁଃପାର୍ଶ୍ୱର ଆନୁଷଙ୍ଗିକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଗତ କିଛି ମାସ ହେବ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଉକ୍ତ ମାମଲାର…
error: Content is protected !!
Open chat