Browsing Tag

honour killing

ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଭୋଗରାଇ : ଭଲପାଇ ଅନ୍ୟ ଜାତିର ପୁଅକୁ ଜଣେ ଝିଅ ପ୍ରେମ ବିବାହ କରିଥିଲେ। କିନ୍ତୁ ଝିଅଙ୍କ ବାପା ଓ ପରିବାର ସଦସ୍ୟ ଏହାକୁ ଗ୍ରହଣ କରି ନଥିଲେ। ବିବାହର ୫ ମାସ ପରେ ଜ୍ୱାଇଁଠାରୁ ଝିଅକୁ ଅଲଗା କରିବା ପାଇଁ ଅନର୍‌କିଲିଂ ଉଦ୍ୟମ କରିଛନ୍ତି ବାପା। ପଶ୍ଚିମବଙ୍ଗରୁ ଭଡ଼ାରେ ଗୁଣ୍ଡା ଆଣି ରାତିଅଧରେ…
error: Content is protected !!
Open chat