କୃଷି ଆଇନ ପ୍ରତ୍ୟାହାର ନହେଲେ ୧୪ରେ ଆମରଣ ଅନଶନ କରିବେ କୃଷକ ନେତା
ନୂଆଦିଲ୍ଲୀ : କୃଷକ ୟୁନିୟନଗୁଡ଼ିକ ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଦେଶବ୍ୟାପି ଧର୍ମଘଟବେଳେ କୃଷକନେତାମାନେ ଆମରଣ ଅନଶନ କରିବେ ବୋଲି ୟୁନିୟନର ନେତାମାନେ ଚେତାବନୀ!-->…