Browsing Tag

icmr

ଆଇସିଏମଆରର ନୂଆ ଗାଇଡଲାଇନ – ଏବେ ଇଛା କଲେ ବି ହେବ କରୋନା ଟେଷ୍ଟିଂ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : କରୋନା ପରୀକ୍ଷଣ ନିୟମରେ କୋହଳ କରିବା ପାଇଁ ପରାମର୍ଶ ଦେଇଛନ୍ତି ଆଇସିଏମଆର। ଏବେ ଯେ କୌଣସି ବ୍ୟକ୍ତି ଚାହିଁଲେ ନିଜର କରୋନା ପରୀକ୍ଷଣ କରାଇପାରିବେ। କାରଣ ବିଭିନ୍ନ ଦେଶ ଓ ରାଜ୍ୟ ସେମାନଙ୍କ ପ୍ରବେଶ ପଥରେ କରୋନା ନେଗେଟିଭ୍ ରିପୋର୍ଟକୁ…

ରାଜଧାନୀର ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : ୭୭ହଜାର ସଂକ୍ରମିତ, ୫.୧୫% ଲୋକଙ୍କ ଶରୀରରେ ଆଣ୍ଟିବଡ଼ି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୫/୦୯: ରାଜଧାନୀରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଆରଏମ୍‌ଆରସି ପକ୍ଷରୁ ବିଏମ୍‌ସିକୁ ରିପୋର୍ଟ ଦିଆଯାଇଛି। ଭୁବନେଶ୍ୱରରର ପ୍ରାୟ ୭୭ହଜାର ଲୋକେ ନିଜ ଅଜାଣତରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ସହରରେ ସଂକ୍ରମଣ…

ସଂକ୍ରମଣ ସଂଖ୍ୟା ପାଞ୍ଚ ରାଜ୍ୟରେ ଦେଶର ୬୨% ସକ୍ରିୟ ମାମଲା, ୭୦% ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ :ଦେଶର କରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହରେ ଦୈନିକ ହାରାହାରି ୬୦ ହଜାର ଟପିବାକୁ ବସିଛି । ତେବେ ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୨% ସକ୍ରିୟ ମାମଲା ଓ ୭୦% ମୃତ୍ୟୁ ୫ଟି ରାଜ୍ୟରେ ଘଟିଛି । ଏହି ରାଜ୍ୟଗୁଡ଼ିକ…

ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ କରୋନା ବ୍ୟାପୁଛି : ଆଇସିଏମଆର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: ମୁହଁରେ ମାସ୍କ ପିନ୍ଧୁନଥିବା କିଛି ଦାୟିତ୍ୱହୀନ ବ୍ୟକ୍ତିଙ୍କ ଯୋଗୁଁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର)ର ମହାନିର୍ଦ୍ଦେଶକ ଡ.ବଲରାମ ଭାର୍ଗବ । ସେ କହିଛନ୍ତି ଯେ ଦେଶରେ ଏବେ…

ଆଇସିଏମଆର ଦେଲା ଭଲ ଖବର : ଶେଷ ପର୍ଯ୍ୟାୟରେ ଭାରତର ୩ଟି କରୋନା ଟିକାର ମାନବ ପରୀକ୍ଷଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮ : ସାରା ବିଶ୍ୱ ମହାମାରୀ କରୋନା ଭାଇରସକୁ ମାତ ଦେଇପାରୁ ଥିବା ଟିକା ବାହାର କରିବାରେ ଲାଗିଛି। ଏହି ଟିକା ବାହାର କରିବା ରେସରେ ଭାରତ ମଧ୍ୟ ପଛରେ ପଡ଼ିନାହିଁ। ଭାରତରେ ୩ଟି କରୋନା ଟିକାର ମାନବ ପରୀକ୍ଷଣ ଭିନ୍ନଭିନ୍ନ ଷ୍ଟେଜରେ ରହିଥିବା ଆଜି…

ରାଜ୍ୟରେ ଶସ୍ତା ହେଲା କୋଭିଡ୍‌ ଟେଷ୍ଟ : ଘରୋଇ ଲାବରେ ଆରଟି-ପିସିଆର ପରୀକ୍ଷା ଦର ୧୨ ଶହ ଟଙ୍କାକୁ କମାଇଲେ ରାଜ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ ଶସ୍ତା ହେବ । 12ଶହ ଟଙ୍କାରେ ହେବ ଆର୍‌ଟି ପିସିଆର ଟେଷ୍ଟ । 2200 ଟଙ୍କାରୁ କମି 12 ଶହ ଟଙ୍କା ହେବ କୋଭିହ୍‌ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ…

ସେରମ ଇନଷ୍ଟିଚ୍ୟୁଟ ଗେଟ୍ସ ଫାଉଣ୍ଡେସନ୍ ସହ ମିଶି ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁନେ/ବେଙ୍ଗାଲୁରୁ ୦୮/୦୮: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଗାଭି, ଭ୍ୟାକ୍ସିନ୍ ଆଲାଇନ୍ସ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହିତ ଏକ ନୂଆ ଭାଗିଦାରୀରେ ପ୍ରବେଶ କରିଛି ଯାହା ଭାରତ ଏବଂ କମ୍ ଆୟକାରୀ ଦେଶମାନଙ୍କ ପାଇଁ ୧୦୦ ମିଲିୟନ୍ ଡୋଜ୍…
error: Content is protected !!
Open chat