Browsing Tag

india-china

ସୀମା ବିବାଦ: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସେନା…

ଭାରତର ରଣନୀତି ଆଗରେ ହାର ମାନିଲା ଚୀନ : ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହେଲା

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୩-୦୯-୨୦ : ଦୀର୍ଘ ୧୩ ଘଣ୍ଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍ପତି । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଞ୍ଚଳରେ ସେନା ସଂଖ୍ୟା ବଢ଼ାଇବେ ନାହିଁ । ଏହା ଦ୍ୱାରା ଏଲଏସିରେ ଲାଗି ରହିଥିବା…

ଲଦାଖର ଏଲ୍‌ଏସିରେ ହାଇଆଲର୍ଟ; ବାୟୁସେନା ପ୍ରସ୍ତୁତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୯ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନାକୁ ନେଇ ଭାରତର ବାୟୁସେନା ବୁଧବାର ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଣ କରିଛି। ବାୟୁସେନାର ସୁଖୋଇ, ମିଗ୍‌ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ…

ଲଦାଖରେ ଭାରତ-ଚୀନ୍ ବିବାଦ ବଢିଲା : ୪୫ ବର୍ଷରେ ପ୍ରଥମ ଥର ଭାରତ-ଚୀନ ସୈନିକଙ୍କ ଭିତରେ ଗୁଳିକାଣ୍ଡ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୯ : ଲଦାଖରେ ଭାରତ-ଚୀନ୍ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ପାଙ୍ଗୋଙ୍ଗ ତ୍ସୋ ହ୍ରଦ ନିକଟ ଏଲଏସିରେ ଚୀନ ସୈନିକମାନେ ଗୁଳିକାଣ୍ଡ କରିଥିବାର ଖବର ମିଳିଛି। ତେବେ ଅନ୍ୟପକ୍ଷେ ଚୀନର ସରକାରୀ ଗଣମାଧ୍ୟମ…

ଭାରତ-ଚୀନ ଉତ୍ତେଜନା ମଧ୍ୟରେ LACରେ ମୁତୟନ ହେଲେ ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଲଦାଖ ସଂଲଗ୍ନ ସୀମାରେ ଭାରତ ଓ ଚୀନ୍‌ ସେନା ଗତ କିଛି ମାସ ଧରି ମୁହାଁମୁହିଁ ଅବସ୍ଥାରେ ଥିଲାବେଳେ ଏବେ ଯେକୌଣସି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଏଇ ସେପ୍ଟେମ୍ବର ମାସ ସବୁଠାରୁ…

ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ, ସେନାକୁ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦେଶ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲଦାଖ ୦୨/୦୯ : ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।…

ବର୍ଷକ ପାଇଁ ଅଲଗା ହେଲେ ଭିଭୋ – ବିସିସିଆଇ : ଭାରତୀୟ କ୍ରିକେଟ୍ ବୋର୍ଡର ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ଘୋଷଣା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ଭାରତ-ଚୀନ୍‌ ସୀମା ବିବାଦ ଭିତରେ ବିସିସିଆଇ ଚଳିତବର୍ଷ ପାଇଁ ଚୀନ ମୋବାଇଲ୍ କଂପାନି ସହ ସଂପର୍କ ଛିନ୍ନ କରିଛି। ଗୁରୁବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍-୧୩ରେ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ…
error: Content is protected !!
Open chat