Browsing Tag

india

ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ – ପ୍ରଧାନମନ୍ତ୍ରୀ

‘ମନ୍‍ କି ବାତ୍‍’ରେ କହିଲେ ମୋଦୀ, କରୋନା ସଂକଟରେ ହାର ମାନିନାହାନ୍ତି ଆମ କୃଷକ କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮: ଆଜିର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ଓଣମ୍‍ ବିଷୟରେ କହିବା ସହ ଆମ ଦେଶର କୃଷକମାନଙ୍କ ସଫଳତା କଥା ବଖାଣିଛନ୍ତି। ସେ…

ଆଜି ଜାତୀୟ କ୍ରୀଡ଼ା ଦିବସ : ମେଜର୍‌ ଧ୍ୟାନ ଚାନ୍ଦ ସିଂହଙ୍କ ଜନ୍ମ ଦିବସ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୮:ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଯାଦୁଗର ମେଜର୍‌ ଧ୍ୟାନ ଚାନ୍ଦଙ୍କ ଜନ୍ମଦିବସରେ ଏହା ପାଳନ କରାଯାଇଆସୁଛି। ମେଜର୍‌ ଧ୍ୟାନ ଚାନ୍ଦ ସିଂହ ତାଙ୍କର ଯାଦୁକରୀ ଖେଳ ବଳରେ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ରେ ଭାରତ ପାଇଁ ସ୍ବର୍ଣ୍ଣପଦକ ହାସଲ…

ଚୀନକୁ ଆଉ ଏକ ଝଟ୍ କା : ଅଟୋମୋବାଇଲ ଉପକରଣ ଆମଦାନୀ କମାଇବ ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୮: ଚାଇନାରୁ ହେଉଥିବା ଅଟୋ ଯନ୍ତ୍ରାଂଶ ଆମଦାନୀ ଉପରେ ଏବେ କଟକଣା ଲଗାଇବାକୁ ଆରମ୍ଭ ​ହୋଇଯାଇଛି ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅଟୋମୋବାଇଲ ମାନୁଫାକ୍‌ଚରିଂର ସମ୍ପୂର୍ଣ୍ଣ ଭାଲ୍ୟୁ ​ଚେନ‌ ଉପରେ ଉତ୍ପାଦନକାରୀଙ୍କୁ ରିପୋର୍ଟ…

ଇସଲାମିକ ଦେଶମାନଙ୍କ ନିକଟରେ ନିଜର ଗୁରୁତ୍ୱ ହରାଉଛି ପାକିସ୍ତାନ : କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବାକୁ ସିଧାସଳଖ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ…

ରୁଷୀୟ ଅର୍ଥ ଲଗାଣକାରୀ ସଂସ୍ଥା ସିଇଓ ‘କିରିଲ‌ ଡିମିତ୍ରିଏଭ’ଙ୍କ ବୟାନ – “ଭାରତରେ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ୍‌ର ‘ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ସିଇଓ କିରିଲ୍‌ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟିକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି : ସମଗ୍ର ଦେଶ ଦେଉଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୮ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥି । https://twitter.com/narendramodi/status/1294806334756384768 …

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟକଳାପକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ଦେଶ ଖାଲିସ୍ତାନୀ ଗତିବିଧି କିମ୍ବା ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟ କଳାପକୁ ସମର୍ଥନ କରେ ନାହିଁ । ବ୍ରିଟିଶ ସିକ ଅଶ୍ୱସିଏସାନର ଚେୟାରମ୍ୟାନ ଓ ବ୍ୟବସାୟୀ ଲର୍ଡ଼…

ଏମସିଆଇ ଜାରି କଲା ନୋଟିସ : ପାକିସ୍ତାନର କାଶ୍ମୀର ପଲିସିକୁ ଶକ୍ତ ଝଟକା , ପିଓକେରେ ଡାକ୍ତରୀ ପଢିଥିବା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮: ପାଠ ବାହାନାରେ ମନରେ ବିଷ ଗୋଳୁଥିବା ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀ ଭାରତରେ ଅଭ୍ୟାସ କରିପାରିବେ ନାହିଁ । ଏନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆ…

ଭାରତରେ ବନ୍ଦ ହେବାକୁ ଯାଉଛି ଫେସବୁକ ଲାଇଟ : ଏହି ଲୋକପ୍ରିୟ ଆପର ଅଛନ୍ତି ଲକ୍ଷାଧିକ ବ୍ୟବହାରକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮ : ଫେସବୁକର କିଛି ଆପ୍ ଅଛି ଯାହାକୁ କମ୍ପାନୀ କମ୍ ଇଣ୍ଟରନେଟ୍ ବେଗରେ ମଧ୍ୟ ବ୍ୟବହାର କରିବାକୁ ଲଞ୍ଚ କରିଛି | କମ ଇଣ୍ଟରନେଟ ଥିବା ଅଂଚଳରେ ଫେସବୁକକୁ ବ୍ୟବହାର କରିବାକୁ କମ୍ପାନୀ ଫେସବୁକ ଲାଇଟକୁ ଲଞ୍ଚ କରିଥିଲା | ଭାରତରେ ମଧ୍ୟ ଲକ୍ଷାଧିକ…

ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ : ବ୍ରହ୍ମପୁତ୍ର ନଦୀକୁ ଶୁଖାଇବାକୁ ଉଦ୍ୟମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୮: ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ…
error: Content is protected !!
Open chat