ଆସନ୍ତା ସ୍ୱାଧୀନତା ଦିବସରେ ସାରା ବିଶ୍ୱ ଦେଖିବ ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ : ପ୍ରଥମଥର ପାଇଁ ନ୍ୟୁୟର୍କର…
ନୂଆଦିଲ୍ଲୀ/ନ୍ୟୁୟର୍କ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମଥର ପାଇଁ ଭାରତର ସ୍ୱାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆସନ୍ତା ୧୫ ତାରିଖରେ ଭାରତର!-->…