ୟୁପିର ବଳରାମପୁରରେ ଆଜି ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବଳରାମପୁରରେ ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍ଘାଟନ କରିବେ ।
ଏହି ପ୍ରକଳ୍ପ ୧୯୭୮ରେ ଆରମ୍ଭ ହୋଇଥିଲା । କିନ୍ତୁ କ୍ରମାଗତ ଭାବେ ଆର୍ଥିକ ଅନୁଦାନ ମିଳିବାରେ ଅଭାବ, ଅନ୍ତର୍ବିଭାଗୀୟ ସମନ୍ୱୟ ଏବଂ ପର୍ଯ୍ୟାପ୍ତ ତଦାରଖ ଅଭାବରୁ ଏହା!-->!-->!-->…