Browsing Tag

issued

ଲତାଙ୍କ ସ୍ମୃତିରେ ଜାରି ହେବ ଡ଼ାକ ଟିକଟ

ନୂଆଦିଲ୍ଲୀ ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଜାରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ…

କୋଭିଡ୍‌-୧୯ ମାମଲାଜନିତ ‘ହୋମ୍‌ ଆଇସୋଲେସନ୍’ ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ ୦୯/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଘରେ ଏକାନ୍ତବାସ (ହୋମ୍‌ ଆଇସୋଲେସନ୍‌) କରୁଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସଂଶୋଧିତ ଗାଇଡ୍‌ଲାଇସନ୍‌ ଅନୁସାରେ, ପଜିଟିଭ୍ ବାହାରିବାର ଅନ୍ୟୂନ ୭ ଦିନ ଧରି ଘରେ ରହିବା ସହ…

ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା: ଆଜିଠୁ ଆଡମିଟ୍‌ କାର୍ଡ ପାଇବେ ପରୀକ୍ଷାର୍ଥୀ, ବୁଧବାର କେନ୍ଦ୍ରକୁ ପଠାଯିବ…

କଟକ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସମେଟିଭ୍‌-୧ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରୀକ୍ଷା ପାଇଁ ମଙ୍ଗଳବାରଠୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ପାଇପାରିବେ । ଏଥିଲାଗି ବୋର୍ଡ…

ଓମିକ୍ରନ ଭାରିଆଣ୍ଟ ; କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ଦେଶରେ କରୋନାର ନୂଆ ପ୍ରକରଣ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ପ୍ରତିବନ୍ଧକ ଲାଗୁ କରିବାକୁ କେନ୍ଦ୍ର ସମସ୍ତ…

ରାଜ୍ୟ ସରକାର ଜାରି କଲେ ଏକାମ୍ର ଐତିହ୍ୟ କ୍ଷେତ୍ର ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଐତିହ୍ୟ ଗାଇଡଲାଇନ ଜାରି କରିଛନ୍ତି । ବିଡିଏ ତରଫରୁ ଏହି ଗାଇଡଲାଇନ ଜାରି ହୋଇଛି । ଏଥିରେ କୋଠାବାଡ଼ି ନିର୍ମାଣ, ମରାମତି, ଫଳକ ଲଗାଯିବା ଆଦି ଉଲ୍ଲେଖ ରହିଛି । ଗାଇଡଲାଇନର ବିସ୍ତୃତ ତଥ୍ୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର…

ହୋମ୍ ଆଇସୋଲେସନ୍ ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୬/୦୯: ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଅଞ୍ଚଳରେ ଥିବା ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଉଭୟ ହୋମ୍‌ ଓ ପେଡ୍ ଆଇସୋଲେସନ୍‌ ଉପରେ ବିଏମ୍‌ସି କଡ଼ା…

ଡବ୍ଲୁଏଚଓ ଜାରି କଲା ଆଡଭାଇଜରୀ : ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇ ପାରିବ ଷ୍ଟେରଏଡ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ମାମଲାର ଗ୍ରାଫ୍ ବଢିବାରେ ଲାଗିଛି। ଭାରତ, ଆମେରିକା ସହିତ ବହୁ ଦେଶ ଏଥିରେ କବଳିତ ହୋଇଛି। ଏହାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଔଷଧ ଓ ଟିକା ବିକଶିତ କରିବାରେ ଲାଗିଛନ୍ତି। ଏହା ଭିତରେ ଏକ…
error: Content is protected !!
Open chat