ରାଜ୍ୟ ସରକାର ଜାରି କଲେ ଏକାମ୍ର ଐତିହ୍ୟ କ୍ଷେତ୍ର ଗାଇଡଲାଇନ

0 467
greentech

ଭୁବନେଶ୍ୱର: ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଐତିହ୍ୟ ଗାଇଡଲାଇନ ଜାରି କରିଛନ୍ତି । ବିଡିଏ ତରଫରୁ ଏହି ଗାଇଡଲାଇନ ଜାରି ହୋଇଛି । ଏଥିରେ କୋଠାବାଡ଼ି ନିର୍ମାଣ, ମରାମତି, ଫଳକ ଲଗାଯିବା ଆଦି ଉଲ୍ଲେଖ ରହିଛି । ଗାଇଡଲାଇନର ବିସ୍ତୃତ ତଥ୍ୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୱେବସାଇଟରେ ଉପଲବ୍ଧ ହୋଇଛି ।

Leave A Reply

Your email address will not be published.

fourteen − eleven =

error: Content is protected !!
Open chat