ରାଖୀ ପୂର୍ଣ୍ଣିମାରେ ସୋନୁଙ୍କ ଆଉ ଏକ ମହାନତାର କାହାଣୀ : ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଘରଟିଏ ଦେଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୮: କରୋନା ମହାମାରୀ ସମୟରେ ଦେଶବ୍ୟାପି ଲକଡାଉନ୍ ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେ। ଏହି ସମୟରେ ସେମାନେ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ତେବେ ଯେଉଁ କତିପୟ ସେଲିବ୍ରିଟି ଶ୍ରମିକଙ୍କ ସାହାଯ୍ୟ ଲାଗି!-->…