Browsing Tag

kalinga jyoti report odisha odia khabar sambad byuro news reporter chief sambad data odia samaja post publish

ରାଖୀ ପୂର୍ଣ୍ଣିମାରେ ସୋନୁଙ୍କ ଆଉ ଏକ ମହାନତାର କାହାଣୀ : ଝୁମ୍ପୁଡ଼ିରେ ରହୁଥିବା ମହିଳାଙ୍କୁ ସୋନୁ ଘରଟିଏ ଦେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୮: କରୋନା ମହାମାରୀ ସମୟରେ ଦେଶବ୍ୟାପି ଲକଡାଉନ୍ ଆରମ୍ଭ ହେବା ପରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେ। ଏହି ସମୟରେ ସେମାନେ ଅକଥନୀୟ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ତେବେ ଯେଉଁ କତିପୟ ସେଲିବ୍ରିଟି ଶ୍ରମିକଙ୍କ ସାହାଯ୍ୟ ଲାଗି…

ଅଯୋଧ୍ୟାର ନୂଆ ରେଳ ଷ୍ଟେସନ ରାମ ମନ୍ଦିରର ଭ୍ରମ ସୃଷ୍ଟି କରିବ : ରେଳ ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮:ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ଭୂମିପୂଜନ ହେବ । ଏଥି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଏଠାରେ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରେଳବାଇ ମଧ୍ୟ ପ୍ରସ୍ତୁତ ହୋଇଛି । ରେଳବାଇ ରେଳଷ୍ଟେସନ…

ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮ :  ଆସନ୍ତା ୮ ତାରିଖରୁ ବିଦେଶରୁ ଆସୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶବାଳୀରେ କହିଛି, ବିମାନ ଯାତ୍ରା ପାଇଁ ଯୋଜନା କରିବା ପୂର୍ବରୁ ସମସ୍ତ…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଜାରି କଲା ଏକ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୮: କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏବର୍ଷ ଦେଶର ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏପର୍ଯ୍ୟନ୍ତ ପିଲାମାନେ ସ୍କୁଲ କିମ୍ବା କଲେଜ ଯାଇପାରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଆଜି ଉଚ୍ଚ ପ୍ରାଥମିକ…

ଅଯୋଧ୍ୟା ଭୂମି ପୂଜନ : ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୦୪/୦୮: ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏଥିପାଇଁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ପ୍ରଥମ ନିମନ୍ତ୍ରଣ କାର୍ଡ ଅଯୋଧ୍ୟା ଜମି ବିବାଦ ମାମଲାର ଲିଟିଗାଣ୍ଟ…

ଜାତିସଂଘରେ ନେପାଳର ବିବାଦୀୟ ମାନଚିତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଦେଶର ଭୌଗୋଳିକ ଅବସ୍ଥିତିକୁ ନେଇ ନୂତନ ନକ୍ସା ଜାରି କରିବା ମାମଲାରେ ନେପାଳକୁ ମିଳିଛି ବଡ଼ ଧକ୍କା । ମିଳିତ ଜାତିସଂଘ ନେପାଳର ନୂତନ ବିବାଦୀୟ ମାନଚିତ୍ରକୁ ଗ୍ରହଣ କରାଯିବ ନାହିଁ କିମ୍ବା ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ ନାହିଁ ବୋଲି…

ଚୀନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ ପରେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଉପରେ ପ୍ରହାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୮: ଭାରତ-ଚୀନ ସୀମା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଚୀନ୍‌ ଭାରତ ବିରୋଧରେ ଆକ୍ରମଣାତ୍କମ ପଦକ୍ଷେପ ଗ୍ରହଣ କରି ସୀମାରେ ଉତ୍ତେଜନା ବଢ଼ାଇଛି। ଏଭଳି ସ୍ଥିତିରେ ଭାରତ ଚୀନ୍‌ର ଅନେକ ଫାର୍ମ ଏବଂ ମୋବାଇଲ ଆପ୍‌କୁ ବନ୍ଦ କରି ସାରିଛି।…

‘ସୋଆ ବିଶ୍ୱବିଦ୍ୟାଳୟ’ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି –…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୧/୦୮ : ଦୁଇ ଦଶନ୍ଧି ତଳେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଆଜି ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ‘କେବଳ ଚାକିରି ଖଣ୍ଡେ ପାଇବା ପାଇଁ ଡିଗ୍ରି ଆହରଣ କର ନାହିଁ, ବରଂ ଜ୍ଞାନ ଆହରଣ କରି…

ସାଂଘାତିକ ସ୍ଥିତିରେ ରାଜଧାନୀ : ୪ ଦିନରେ ସ୍ଥାନୀୟ ସଂକ୍ରମଣ ୨୬%ରୁ ବଢ଼ି ପହଞ୍ଚିଲା ୪୪%ରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮:ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ୩ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ…

ନୂଆ ଶିକ୍ଷା ନୀତି ୨୦୪୦ – ଭାରତୀୟ ଭାଷା ଏବଂ ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୁଗୁଲ ଭାରତ ସହ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ : ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତ୍ରିଭାଷୀ ସୂତ୍ର ଚାଲିବ | ଏଥିରେ ସଂସ୍କୃତ ସହିତ ଅନ୍ୟ ତିନୋଟି ଭାରତୀୟ ଭାଷାର ବିକଳ୍ପ ରହିବ | ଚୟନକର୍ତ୍ତା ନିଜେ ବିଦେଶୀ ଭାଷା ବାଛିବା ପାଇଁ ମଧ୍ୟ ସ୍ୱାଧୀନତା ରହିବ | ପ୍ରଥମ ଥର ପାଇଁ ଭାରତୀୟ…
error: Content is protected !!
Open chat