‘ଓମିକ୍ରନ୍’ ଆତଙ୍କ ଯୋଗୁଁ ବଡ଼ଦିନ ‘ଲକ୍ଡାଉନ୍’ ଘୋଷଣା କଲା ନେଦର୍ଲାଣ୍ଡ୍ସ୍
ଦି ହେଗ୍ : ବଢ଼ି ଚାଲିଥିବା ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଶନିବାର ଦିନ ନେଦର୍ଲାଣ୍ଡ୍ସ୍ ବଡ଼ଦିନ ଲକ୍ଡାଉନ୍ ଘୋଷଣା କରିଛି।
ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଘୋଷଣା କରିଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ,!-->!-->!-->…