ପରଲୋକରେ ‘ମାଉଣ୍ଟେନ୍ ମ୍ୟାନ୍’ ଦଶରଥ ମାନଝିଙ୍କ ଝିଅ
ଗୟା,୫।୧୨: ମାଉଣ୍ଟେନମ୍ୟାନ୍ ନାମରେ ପରିଚିତ ଦଶରଥ ମାନଝିଙ୍କ ଝିଅ ଲୋଙ୍ଗି ଦେବୀଙ୍କର ପରଲୋକ। ଶୁକ୍ରବାର ୭୦ ବର୍ଷ ବୟସରେ ଲୋଙ୍ଗି ଦେବିଙ୍କର ମୃତ୍ୟୁ ତାଙ୍କର ପୈତୃକ ବାସଭବନରେ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏନିମିୟା ମଧ୍ୟ ହୋଇଥିଲା। ଗହଲୋର ସ୍ଥିତ ପଞ୍ଚାୟତ ଭବନ!-->…