କରୋନା ଚିକିତ୍ସା ପାଇଁ ଆସିଲା ବଟିକା
ସିଙ୍ଗାପୁରରେ ମିଳିଲା ବ୍ୟବହାର ଅନୁମତି
ସିଙ୍ଗାପୁର: କରୋନା ସଂକ୍ରମଣ ଚିକିତ୍ସା ପାଇଁ ବିଶ୍ୱରେ ବିଭିନ୍ନ ଟିକା ବ୍ୟବହୃତ ହେଉଥିବା ବେଳେ ପ୍ରଥମ ଥର ବଟିକା ବ୍ୟବହାର ହେବାକୁ ଯାଉଛି। ଫାଇଜର କମ୍ପାନୀ ପ୍ରସ୍ତୁତ ଏହି ବଟିକାକୁ ଅନ୍ୟ ସାଧାରଣ ବଟିକା ଭଳି ପାଟି ମଧ୍ୟ ଦେଇ ବ୍ୟବହାର!-->!-->!-->…