ରାଜଗାଙ୍ଗପୁର: ‘ବିଶ୍ୱ ଫାର୍ମାସିଷ୍ଟ ଦିବସ’ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୨୫/୦୯ : ଆଜି 'ବିଶ୍ୱ ଫାର୍ମାସିଷ୍ଟ ଦିବସ' ଉପଲକ୍ଷେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ରାଉରକେଲା ବ୍ଲଡ଼ ବ୍ୟାଙ୍କ'ର ସହାୟତାରେ ଏକ 'ରକ୍ତଦାନ ଶିବିର' ଅନୁଷ୍ଠିତ ହୋଇଯାଇଛି ।!-->…