ସ୍କୁଲ ପାଠ୍ୟକ୍ରମ ହ୍ରାସ ସଂକ୍ରାନ୍ତରେ ଚଳିତ ସପ୍ତାହରେ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର: ବିଦ୍ୟାଳୟ ଓ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୮ : ଚଳିତ ବର୍ଷ ପାଠପଢା ନେଇ ଖୁବ ଶୀଘ୍ର ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର ହେବ । ସ୍କୁଲ ପାଠ୍ୟକ୍ରମରେ ସିଲାବସ୍ ହ୍ରାସ କରିବା ସମ୍ପର୍କିତ ନିଷ୍ପତ୍ତି ଏହି ସପ୍ତାହରେ ନିଆଯିବ । ବିଶେଷଜ୍ଞ କମିଟି ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି ।!-->…