Browsing Tag

odia sambad

୨ ଘଣ୍ଟାରେ ଜାଣିହେବ ଓମିକ୍ରନ ସଂକ୍ରମଣ ସ୍ତିତି, ଆଇସିଏମଆରର ନୂଆ ପରୀକ୍ଷା କିଟ

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ଆଉ ଏକ ରୂପ ଓମିକ୍ରନକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବା ବେଳେ ଦିବ୍ରୁଗଡ଼ ସ୍ତିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ, ଆଇସିଏମଆର ନୂଆ ନମୁନା କିଟ ପରୀକ୍ଷା ପ୍ରସ୍ତୁତ କରିଛି। ଏହି କିଟ ଜରିଆରେ ମାତ୍ର ୨ଘଣ୍ଟା ମଧ୍ୟରେ ଜଣେ

ବାକ୍ ସ୍ବାଧୀନତାର ଅଧିକାର ଲଗାମହୀନ ଘୋଡ଼ା ନ ହେଉ – ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୌଣସି କ୍ଷେତ୍ରରେ ବାଛବିଚାର ନ ରହିବା ହିଁ ମାନବାଧିକାର ସୁରକ୍ଷା ପ୍ରତି ସର୍ବାଧିକ ସମ୍ମାନ ହେବ ବୋଲି ମତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାର୍ଷିକ ମାନବ ଅଧିକାର ଦିବସ ଅବସରରେ ଆୟୋଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ

ପିନାକ-ଇଆର ରକେଟର ସଫଳ ପରୀକ୍ଷଣ

ପୋଖରାଣ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜସ୍ଥାନର ପୋଖରାଣଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ବିକଶିତ ପିନାକ (ପିନାକ-ଇଆର) ରକେଟର ସଫଳ ପରୀକ୍ଷଣ କରାଯାଇଛି। ଗତ ତିନି ଦିନ ଧରି କ୍ରମାଗତ ଭାବେ ଏହି ପରୀକ୍ଷଣ ଚାଲିଥିଲା। ସ୍ବତନ୍ତ୍ର ଲଞ୍ଚର ବ୍ୟବସ୍ଥାରେ ଡିଆରଡିଓ ଏବଂ ସ୍ଥଳ ସେନା

ରାଷ୍ଟ୍ରୀୟ ଲୋକ ଅଦାଲତ, ରାଜ୍ୟରେ ୧୨ ହଜାର ମାମଲା ଫଇସଲା

କଟକ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ସ୍ଥାନାନ୍ତର

ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଶୁକ୍ରବାର

ବଡ଼ଦାଣ୍ଡରେ ଅଧିଆ ପଡ଼ି ସରକାରଙ୍କ ସଦବୁଦ୍ଧି କାମନା କଲା ବିଜେପି ?

ପୁରୀ/ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବିଧାନସଭାରୁ ଏବେ ବଡ଼ଦାଣ୍ଡ । ସମୟ ପୂର୍ବରୁ ସରିଗଲା ବିଧାନସଭା, ହେଲେ ଚାଲିବ ଲଢେଇ । ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜର ଲଢେଇ ଜାରି ରଖିଛନ୍ତି । ସରକାରଙ୍କ ସଦବୁଦ୍ଧି କାମନା କରି ପୁରୀ ଜଗନ୍ନାଥଙ୍କ ପାଖରେ ଅଧିଆ ପଡିଛନ୍ତି ବିଜେପି

ଟ୍ରେନ ଦୁର୍ଘଟଣାରେ ଜଣେ ଆହତ ,ଦୁଇ ବାଇକ ଚୁରମାର

ରାଜଗାଙ୍ଗପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜଗାଙ୍ଗପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସହର ସ୍ଥିତ ରେଲୱେ ଫାଟକ ସମ୍ମୁଖରେ ଟ୍ରେନ ଦୁର୍ଘଟଣା ରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ହେଉଛନ୍ତି କୁମାର କେଲା ଗ୍ରାମର ସତ୍ୟ ନାରାୟଣ ମହାନ୍ତ । ଆଜି ଦିନ 

ସରଯୁ କେନାଲ ଜାତୀୟ ପ୍ରକଳ୍ପ ଉଦଘାଟିତ

ବଳରାମପୁର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସରଯୁ କେନାଲ ଜାତୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି । ୯୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଘାଘରା, ସରଯୁ, ରାପ୍ତି, ବାଣଗଙ୍ଗା

ଆଫଗାନିସ୍ତାନ ଲୋକଙ୍କ ପାଇଁ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଫଗାନିସ୍ତାନକୁ ମାନବୀୟ ସହାୟତା ପଠାଇଛି ଭାରତ । ଗତକାଲି କାବୁଲରୁ ୯୪ ଆଫଗାନ ଶିଖ ଓ ହିନ୍ଦୁ ଏବଂ ୧୦ ଜଣ ଭାରତୀୟଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ବିମାନ ଔଷଧ ଓ ଡାକ୍ତରୀ ଉପକରଣ ସହ କାବୁଲ ଫେରିଯାଇଛି । କାବୁଲରେ ଥିବା ବିଶ୍ବ ସ୍ବାସ୍ଥ୍ୟ

ହିତାଧିକାରୀଙ୍କୁ ଆଉ ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ ମାସ ମାଗଣା ଚାଉଳ ଦେବେ ଓଡ଼ିଶା ସରକାର। ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚଳିତ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା
error: Content is protected !!
Open chat