Browsing Tag

odia sambad

ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ

କୋଲକାତା ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ ଜଣେ ଖ୍ୟାତନାମା କବି ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଭୁବନେଶ୍ବର ଏମ୍‌ସରେ ସ୍ଥାପନ ହେବ ଜୀବନ ରକ୍ଷାକାରୀ ଇକମୋ ମେସିନ, କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଓଡ଼ିଶାରେ…

ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜୀବନ ରକ୍ଷାକାରୀ ଇକମୋ ମେସିନ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତ ଯେ ଭୁବନେଶ୍ୱର

କେବଳ ପୁରୀରେ ହେବ ରଥଯାତ୍ରା – ସ୍ୱତନ୍ତ୍ର ରିଲିଫ କମିସନର

ପୁରୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ମଧ୍ୟ ପୁରୀ ଛଡା ଅନ୍ୟ କେଉଁଠାରେ ହୋଇ ପାରିବ ନାହିଁ ରଥଯାତ୍ରା। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସମସ୍ତ ସ୍ଥାନରେ

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା

ଆମେରିକା ଲାବୋରେଟୋରୀ ରିପୋର୍ଟ; ଉହାନରୁ ଲିକ୍‍ ହୋଇଥାଇପାରେ କୋଭିଡ-୧୯ ଭୂତାଣୁ

ୱାଶିଂଟନ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କୋଭିଡ-୧୯ ଭୂତାଣୁ ସଂକ୍ରମଣ କେଉଁଠାରୁ ବ୍ୟାପିଲା ତାହାର ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେବାର କିଛିଦିନ ପରେ ଏବେ ସେ ସମ୍ପର୍କିତ ଏକ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ : ଆଉ ଛଅମାସ ବଢାଅ ତାଲା ବନ୍ଦ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ଏପ୍ରିଲରେ ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଦେଖାଦେଇଥିଲା। ତାହାର ଭୟାବହ ପରିଣତି ଏବେ ମଧ୍ୟ ଦେଖିବାକୁ ମିଳୁଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଭଳି ଭାରାକ୍ରାନ୍ତ ହୋଇପଡିଲା ଯେ ଲୋକେ ଡାକ୍ତରଖାନା ବାହାରେ ପଡିରହି ପ୍ରାଣ

ବିଟା ଓ ଡେଲଟା ଷ୍ଟ୍ରେନ୍‌ ବିରୋଧରେ କୋଭାକ୍ସିନ୍‌ କବଚ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତୀୟ କଂପାନି ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା କରୋନା ଭାଇରସର ବିଟା ଏବଂ ଡେଲଟା ଷ୍ଟ୍ରେନ୍‌କୁ ଭଲ ଭାବେ ପ୍ରତିହତ କରିପାରୁଛି । ଏନଆଇଭି, ଆଇସିଏମଆର ଏବଂ ଭାରତ ବାୟୋଟେକ୍‌ର ଗବେଷକମାନଙ୍କ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ

ସରକାରଙ୍କ ଚରମବାଣୀ ପରେ ନଇଁଲା ଟ୍ବିଟର, ନୂଆ ସୂଚନା ପ୍ରଯୁକ୍ତି ଆଇନ ମାନିବ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ସରକାରଙ୍କ ଚରମବାଣୀ ପରେ ନରମିଛି ସୋସିଆଲ ମିଡିଆ କମ୍ପାନି ଟ୍ବିଟର । ସରକାରଙ୍କ ନୂଆ ଆଇଟି ଆଇନକୁ ପାଳନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଏହି ଆମେରିକୀୟ କମ୍ପାନି କହିଛି । କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତର

ବିଦେଶୀ ଟିକା କମ୍ପାନିଙ୍କ ସବୁ ସର୍ତ୍ତ ମାନିବେ ଭାରତ ସରକାର

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତ ବିଦେଶୀ ଟିକା କମ୍ପାନିମାନଙ୍କୁ ଇନଡେମନିଟି ବା ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଆଇନଗତ କାର୍ୟ୍ୟାନୁଷ୍ଠାରୁ ସୁରକ୍ଷା ପ୍ରଦାନ କରିପାରନ୍ତି । ଏଥିପାଇଁ ବିଦେଶୀ ଟିକା କମ୍ପାନି ଫାଇଜର,ମଡର୍ଣ୍ଣା, ଜନସନ ଆଦି ସର୍ତ୍ତ ରଖିଆସୁଛନ୍ତି

କରୋନା ପୀଡ଼ିତ ପିଲାମାନଙ୍କ କ୍ଷେତ୍ରରେ ବ୍ୟବହାର ହେବନି ରେମଡେସିଭିର୍‍ ଔଷଧ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କରୋନା ସଂକ୍ରମଣରେ ପୀଡ଼ିତ ହେଉଥିବା ପିଲାମାନଙ୍କ କ୍ଷେତ୍ରରେ ରେମଡେସିଭିର୍‍ ଔଷଧ ଆଦୌ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ୫ବର୍ଷରୁ କମ୍‍ ପିଲାମାନେ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ
error: Content is protected !!
Open chat