ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ ହେଲେ ଭାରତ-ଚୀନ୍ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ…
ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ ହେଲେ ଚୀନ୍ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ ବୋଲି ଶୁକ୍ରବାର ଦିନ ସେନାମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରୱାଣେ ସ୍ପଷ୍ଟ ଭାବେ ଚୀନ୍କୁ ସୂଚାଇ ଦେଇଛନ୍ତି। ଏହାଛଡ଼ା, ପୂର୍ବ!-->…