କୃଷକ ଆନ୍ଦୋଳନକୁ ପୁରିଲା ୬ମାସ : କଳା ପଗଡି ପିନ୍ଧି ଓ କଳା ପତାକା ଉଡାଇ କଳା ଦିବସ ପାଳନ କଲେ କୃଷକ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ସାରା ଦେଶର କୃଷକମାନଙ୍କୁ ଆଜି କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା | ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ!-->…