Browsing Tag

publish

ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୮: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତାକାଲି(ଶୁକ୍ରବାର)ଠାରୁ ଆବେଦନ ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସେପ୍ଟେମ୍ବର ୪ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେବା ପରେ ପ୍ରଶଂସାରେ ପୋତି ପକାଇଲେ ପ୍ରଧାନମନ୍ତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା

କରୋନା ଭାଇରସର ମୁକାବିଲା ପାଇଁ ନିମ୍ବକୁ ନେଇ ଭାରତରେ ଆରମ୍ଭ ହେବ ହ୍ୟୁମାନ ଟ୍ରାଏଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍‌ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି।

ଜେଇଇ ମେନ୍‍ ପ୍ରବେଶିକା- ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ । ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‍ ଏବଂ ଜେଇଇ ମେନ୍‍

ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ (G-mail)ଡାଉନ , ଲଗ୍‌ଇନ କରିପାରୁ ନାହାନ୍ତି ୟୁଜର,ଯାଉନି ମେସେଜ୍,…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮ : ବିଶ୍ଵରେ ବହୁଳ ବ୍ୟବହାରକାରୀ ଇଣ୍ଟରନେଟ୍ ସେବା ‘ଗୁଗୁଲ୍’ ଆଜି ସକାଳୁ ଧିମା ହୋଇଯାଇଛି। ଡାଉନ୍‌ଟାଇମ୍ ଟ୍ରାକିଂ ଓ୍ଵେବସାଇଟ୍ ‘ଡାଉନ୍‌ଡିଟେକ୍ଟର’ର ତଥ୍ୟ ଅନୁସାରେ ଆଜି ସକାଳ ୯.୩୦ରୁ ଗୁଗୁଲ୍ ସେବା ଧିମା ହୋଇପଡ଼ିଛି। ଏହା କେବଳ କିଛି

ଆରମ୍ଭ ହେଲା ଶ୍ରୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ : ଟ୍ୱିଟ୍ କରି ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଅଯୋଧ୍ୟା ୨୧/୦୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସବିଆରଆ ରୁକ୍କି, ଏଲ ଆଣ୍ଡ ଟି ସହିତ ଆଇଆଇଟି ମାଡ୍ରାସର ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ସ୍ଥାନରେ ମାଟି ପରୀକ୍ଷା କରିଛନ୍ତି।

ଆରଡ଼ି-ଯାଜପୁର ଜାତୀୟ ରାଜପଥ: ଲଗାଣ ବର୍ଷାରେ କୟାଁଗୋଲା ବ୍ରୀଜ ନିକଟରେ ଦେଢ଼ଶହ ଫୁଟର ଆପ୍ରୋଚ ରୋଡ ଧସିଲା

ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୦/୦୮ : ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଆରଡ଼ି-ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ଗତ ୨ ଦିନର ଲଗାଣ ବର୍ଷାରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ

ଇସଲାମିକ ଦେଶମାନଙ୍କ ନିକଟରେ ନିଜର ଗୁରୁତ୍ୱ ହରାଉଛି ପାକିସ୍ତାନ : କଶ୍ମୀର ପ୍ରସଙ୍ଗରେ ସମର୍ଥନ କରିବାକୁ ସିଧାସଳଖ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ

ତାଳଚେର: ନନ୍ଦିରା କୋଲିଆରି ଭିତରେ କୋଇଲା ଅତଡ଼ା ଖସିବାରୁ ଜଣେ କର୍ମଚାରୀ ମୃତ, ଆଉ ଜଣଙ୍କର ଅବସ୍ଥା ଗୁରୁତର

ତାଳଚେର/ଅନୁଗୁଳ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସିବାରୁ ଘଟଣାସ୍ଥଳରେ ଜଣେ କର୍ମଚାରୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଏଥିରେ ଜଣେ ଗୁରୁତର ବି ହୋଇଛନ୍ତି। ସେଠାରେ କାମ କରୁଥିବା ଅନ୍ୟ

‘ଦ୍ୱୈତ-ନଗରୀ’ରେ ଗଣେଶ ପୂଜା: ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ

କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୦/୦୮: କଟକ- ଭୁବନେଶ୍ୱର 'ଦ୍ୱୈତ-ନଗରୀ'ରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି
error: Content is protected !!
Open chat