Browsing Tag

publish

ଆଜି ପ୍ରକାଶ ପାଇଲା ବିପିୟୁଟି ପରିଚାଳିତ ବି-ଟେକ ଓ ଏମ.ଏସ.ସି. ପରୀକ୍ଷାଫଳ : ପାସ‌ହାର ୯୩ ପ୍ରତିଶତ

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଆଜି ବିପିୟୁଟି ଅଧିନରେ ପରିଚାଳିତ ବି-ଟେକ ଓ ଏମ.ଏସ.ସି. ପରୀକ୍ଷାଫଳ ପ୍ରକାଶ ପାଇଛି। ଏନେଇ ବିପିୟୁଟିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିପିୟୁଟି କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଟେକ୍ ଓ ଏମ୍ଏସସିର ଫାଇନାଲ ସେମିଷ୍ଟରରେ ୯୩ ପ୍ରତିଶତ

କମିଶନରେଟ ପୋଲିସ ଟ୍ୱିଟ କରି ଦେଲେ ସୂଚନା : ଚଳିତ ବର୍ଷ ଭୁବନେଶ୍ୱର – କଟକ ମହାନଗରରେ ହେବ ନାହିଁ ଗଣେଶ ପୂଜା !…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଟ୍ୱିନ ସିଟିରେ ଗଣେଶ ପୂଜା ମନା। ପୋଲିସ କମିଶନରେଟ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଭୁବନେଶ୍ୱର-କଟକ ମହାନଗରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି

‘ଟ୍ରାନ୍ସପାରେଣ୍ଟ ଟାକ୍ସେସନ – ଅନରିଂ ଦ ଅନେଷ୍ଟ’ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କଲେ ନୂତନ ଟିକସ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଟିକସ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ

ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି : ସଚିନ ରାଜସ୍ଥାନ କଂଗ୍ରେସକୁ ଫେରିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜୟପୁର ୧୩/୦୮ : ଦୀର୍ଘ ଗୋଟିଏ ମାସ ଧରି ଲାଗି ରହିଥିବା ରାଜସ୍ଥାନ ରାଜନୈତିକ ସଙ୍କଟର ପରିସମାପ୍ତି ହୋଇଛି। ପାଇଲଟ୍‌ ବିଦ୍ରୋହରୁ ଓହରି ଜୟପୁର ଫେରିବା ସହ ସବୁକିଛି ସ୍ବାଭାବିକ ହୋଇଯାଇଛି। କିନ୍ତୁ ଏବେ ପ୍ରଶ୍ନ ଉଠିଛି କଂଗ୍ରେସ ପାଇଲଟ୍‌ଙ୍କୁ ଫେରାଇବାର କାରଣ

ରାଜ୍ୟରେ ସ୍ୱାଧୀନତା ଦିବସ ପାଇଁ କୋହଳ ହେଲା ସପ୍ତାହାନ୍ତ ସଟ୍‌ଡାଉନ : ଦିନ ୧୧ଟା ପର୍ଯ୍ୟନ୍ତ ଜନସାଧାରଣ ଜାତୀୟ ପତାକା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : କରୋନା ପାଇଁ ରାଜ୍ୟ ସରକାର ଖୋର୍ଧା, ଗଞ୍ଜାମ, କଟକ ଓ ଗଜପତି ଜିଲ୍ଲା ଏବଂ ରାଉ‌ରକେଲା ସହରରେ ଶନିବାର ଓ ରବିବାରକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ତେବେ ଶନିବାର ସ୍ବାଧୀନତା ଦିବସ ପାଇଁ ସରକାର ଏଥିରେ କିଛିଟା କୋହଳ କରିଛନ୍ତି। ଦିନ

ଏମସିଆଇ ଜାରି କଲା ନୋଟିସ : ପାକିସ୍ତାନର କାଶ୍ମୀର ପଲିସିକୁ ଶକ୍ତ ଝଟକା , ପିଓକେରେ ଡାକ୍ତରୀ ପଢିଥିବା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮: ପାଠ ବାହାନାରେ ମନରେ ବିଷ ଗୋଳୁଥିବା ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀ ଭାରତରେ ଅଭ୍ୟାସ କରିପାରିବେ ନାହିଁ । ଏନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆ

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ପ୍ରେସ୍କ୍ରିପ୍‌ସନ୍‌ରେ ସ୍ପଷ୍ଟ ଓ କ୍ୟାପିଟାଲ୍‌ ଅକ୍ଷରରେ ଔଷଧର ନାଁ…

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୩/୦୮: ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ।

ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାରଙ୍କ “ନିର୍ମଳ” ଯୋଜନା : ୫ ବର୍ଷରେ ଖର୍ଚ ହେବ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୮ : ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାର ‘ନିର୍ମଳ’ ଯୋଜନାକୁ ସଂଶୋଧନ କରିଛନ୍ତି ଏବଂ ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧୯୯୮.୧୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗତ ଏ 

ଭାରତରେ ବନ୍ଦ ହେବାକୁ ଯାଉଛି ଫେସବୁକ ଲାଇଟ : ଏହି ଲୋକପ୍ରିୟ ଆପର ଅଛନ୍ତି ଲକ୍ଷାଧିକ ବ୍ୟବହାରକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮ : ଫେସବୁକର କିଛି ଆପ୍ ଅଛି ଯାହାକୁ କମ୍ପାନୀ କମ୍ ଇଣ୍ଟରନେଟ୍ ବେଗରେ ମଧ୍ୟ ବ୍ୟବହାର କରିବାକୁ ଲଞ୍ଚ କରିଛି | କମ ଇଣ୍ଟରନେଟ ଥିବା ଅଂଚଳରେ ଫେସବୁକକୁ ବ୍ୟବହାର କରିବାକୁ କମ୍ପାନୀ ଫେସବୁକ ଲାଇଟକୁ ଲଞ୍ଚ କରିଥିଲା | ଭାରତରେ ମଧ୍ୟ ଲକ୍ଷାଧିକ

ଅକ୍ଷୟ କୁମାର : ବିଶ୍ୱର ଷଷ୍ଠ ସର୍ବାଧିକ ଆୟକାରୀ ପୁରୁଷ ଅଭିନେତା – ଫୋର୍ବସ‌ ପତ୍ରିକା ପ୍ରକାଶ କଲା ବିଶ୍ୱର…

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସ୍ ପକ୍ଷରୁ ପ୍ରକାଶିତ ୨୦୨୦ର ବିଶ୍ୱର ୧୦ ଜଣ ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ପତ୍ରିକାରେ ପ୍ରଦତ୍ତ
error: Content is protected !!
Open chat