କମିଶନରେଟ ପୋଲିସ ଟ୍ୱିଟ କରି ଦେଲେ ସୂଚନା : ଚଳିତ ବର୍ଷ ଭୁବନେଶ୍ୱର – କଟକ ମହାନଗରରେ ହେବ ନାହିଁ ଗଣେଶ ପୂଜା ! !

0 283
greentech

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଟ୍ୱିନ ସିଟିରେ ଗଣେଶ ପୂଜା ମନା। ପୋଲିସ କମିଶନରେଟ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଭୁବନେଶ୍ୱର-କଟକ ମହାନଗରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ଯୋଗୁଁ ଏବର୍ଷ ଟ୍ୱିନ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ । ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ଗଣେଶ ପୂଜା ବନ୍ଦ କରିବାକୁ ନେଇ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

Leave A Reply

Your email address will not be published.

20 − 10 =

error: Content is protected !!
Open chat