Browsing Tag

publish

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଜବତ ଗାଡ଼ିକୁ ଖରା,ବର୍ଷାରେ ପକାଇ ରଖି ନଷ୍ଟ କରନି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୮: ଅପରାଧିକ ମାମଲାରେ ଜବତ ଗାଡିକୁ ଦୀର୍ଘଦିନ ଖରା,ବର୍ଷାରେ ପକାଇ ରଖିବା, ତା’ର କୌଣସି ରକ୍ଷଣାବେକ୍ଷଣ ନକରିବା ଘଟଣାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ପଦକ୍ଷେପ ପରେ ଗାଡ଼ିକୁ ମାଲିକ ଜିମା ‌ଦେବାରେ ସମସ୍ୟା ନାହିଁ ବୋଲି

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୮/୦୮: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୦୮, ୨୦୨୦ରେ ସ୍ୱଚ୍ଛ ଭାରତ ମିଶନର ଇଣ୍ଟରାକ୍ଟିଭ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରିବେ। ଗାନ୍ଧିଜୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହ ଅବସରରେ ଏପ୍ରିଲ ୧୦, ୨୦୧୭ରେ

କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ,୨ ଜଣ ପାଇଲଟ୍‌ଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ତିରୁଅନନ୍ତପୁରମ୦୮/୦୮: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନେଓ୍ଵରେ ଦୁଇଖଣ୍ଡ ହୋଇଯିବା ପରେ ହେଲପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ସିଆଇଏସ୍‌ଏଫ୍‌ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ

ବେହାଲ ଚାନ୍ଦବାଲି : ୨ ଦିନର ଲଗାଣ ବର୍ଷାରେ ଘରେ ପଶିଲା ନର୍ଦ୍ଦମା ପାଣି – ଉଜୁଡା ଡ୍ରେନେଜ ଓ ପରିମଳ…

ଚାନ୍ଦବାଲି/ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ଓଡିଶା ତଥା ଭଦ୍ରକ ଜିଲ୍ଲାର ପୁରାତନ ବନ୍ଦର ନଗରୀ ଚାନ୍ଦବାଲିରେ ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସହରର ହାଲବେହାଲ ହୋଇଯାଇଛି । ମୁୁୁଖ୍ୟତଃ ସହରର ବହୁ ପୁରାତନ ଡ୍ରେନେଜ ସମସ୍ୟାର ସମାଧାନ ହୋଇପାରି ନ ଥିବାରୁ ବର୍ଷା

ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ପ୍ରଦାନ : ରାଜ୍ୟରେ ଆଉ ୬ଟି ନୂଆ ଥାନା ସହ ୯୦୫ ନୂଆ ପୁଲିସ ପଦବୀକୁ ଅନୁମୋଦନ –…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ରାଜ୍ୟରେ ଆଉ ୬ଟି ନୂଆ ଥାନା ସହ ୨୨୦ ଥାନାରେ ୯୦୫ ନୂଆ ପୁଲିସ ପଦବୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଥିବା ୬ଟି ଆଉଟ ପୋଷ୍ଟକୁ ଅଧିକ ମଜଭୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୁଲିସ

ବର୍ଷକ ପାଇଁ ଅଲଗା ହେଲେ ଭିଭୋ – ବିସିସିଆଇ : ଭାରତୀୟ କ୍ରିକେଟ୍ ବୋର୍ଡର ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ଘୋଷଣା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮ : ଭାରତ-ଚୀନ୍‌ ସୀମା ବିବାଦ ଭିତରେ ବିସିସିଆଇ ଚଳିତବର୍ଷ ପାଇଁ ଚୀନ ମୋବାଇଲ୍ କଂପାନି ସହ ସଂପର୍କ ଛିନ୍ନ କରିଛି। ଗୁରୁବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ୟୁଏଇରେ ଆୟୋଜିତ ହେବାକୁ ଥିବା ଆଇପିଏଲ୍-୧୩ରେ ଭିଭୋ ମୁଖ୍ୟ ପ୍ରାୟୋଜକ ରହିବ ନାହିଁ

ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ଅଯୋଧ୍ୟା ୦୭/୦୮: ଅଯୋଧ୍ୟା ଉପରେ ଅଟକିଗଲା ସାରା ବିଶ୍ୱର ନଜର । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ହୋଇଥିବା ଭୂମି ପୂଜନ ସମାରୋହର ସାକ୍ଷୀ ବନିଛନ୍ତି ବିଶ୍ୱର ଅନେକ ଦେଶ । ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ

ଭଦ୍ରକ ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଆଖଣ୍ଡଳମଣିଙ୍କ ପୀଠ ଚତୁଃପାର୍ଶ୍ୱରୁ ହେବ ଜବରଦଖଲ ଉଚ୍ଛେଦ

ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ପୀଠ ତଥା ମନ୍ଦିର ପରିସର ଓ ଚତୁଃପାର୍ଶ୍ୱର ଆନୁଷଙ୍ଗିକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଗତ କିଛି ମାସ ହେବ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଉକ୍ତ ମାମଲାର

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ : ପତଞ୍ଜଳି ‘କୋରୋନିଲ୍’ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ଓ ତା ସହିତ ୧୦…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଚେନ୍ନାଇ ୦୭/୦୮: କରୋନିଲ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍‌ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ

କୋଭିଡ ସଂକ୍ରମିତ ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ : ୟୁନିସେଫ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୮: ଭୁବନେଶ୍ୱର ଏମ୍ସ ଅଧିନସ୍ଥ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ପକ୍ଷରୁ ୟୁନିସେଫ ସହଯୋଗିତାରେ କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞମାନେ ଯୋଗ ଦେଇ
error: Content is protected !!
Open chat