Browsing Tag

publish

‘ସ୍ବର୍ଣ୍ଣିମ ବିଜୟ ପର୍ବ’ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ; ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ମୂଳୋତ୍ପାଟନ…

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ନିମନ୍ତେ ପାକିସ୍ତାନ ସର୍ବଦା ପ୍ରୟାସ କରିଆସୁଛି। ୧୯୭୧ରେ ପାକିସ୍ତାନର ଏପରି ପ୍ରୟାସକୁ ଭାରତ ବିଫଳ କରିଥିଲା ଏବଂ ଏବେ ପାକିସ୍ତାନ ଆତଙ୍କବାଦକୁ ସମୂଳେ ଧ୍ବଂସ ନିମନ୍ତେ ଭାରତୀୟ ସେନା କାର୍ଯ୍ୟ କରିଆସୁଛି

ଭାରତ ହିନ୍ଦୁଙ୍କ ରାଷ୍ଟ୍ର : ରାହୁଲ ଗାନ୍ଧୀ

ଜୟପୁର ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଭାରତ ହିନ୍ଦୁଙ୍କ ରାଷ୍ଟ୍ର, ଏହା ହିନ୍ଦୁବାଦୀଙ୍କ ରାଷ୍ଟ୍ର ନୁହେଁ ବୋଲି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁବାଦୀମାନେ ଯେକୌଣସି ପ୍ରକାରେ ଦେଶର କ୍ଷମତାରେ ରହିବାକୁ ଚାହାନ୍ତି। ଦେଶର ମୁଦ୍ରାସ୍ଫୀତି ବୃଦ୍ଧି

୬୩ଟି ଦେଶରେ ଚିହ୍ନଟ ହେଲାଣି ‘ଓମିକ୍ରନ୍‌’; ଦ୍ରୁତ ବିସ୍ତାରରେ ‘ଡେଲ୍‌ଟା’କୁ ଟପି ଯାଇ ପାରେ: ବିଶ୍ବ ସ୍ବାସ୍ଥ୍ୟ…

ଜେନିଭା ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ‘ଡେଲ୍‌ଟା ଷ୍ଟ୍ରେନ୍‌’ ଅପେକ୍ଷା ‘ଓମିକ୍ରନ୍‌ କରୋନାଭାଇରସ୍‌’ ଅଧିକ ସଂକ୍ରମଣଶୀଳ। ଟିକାର ଫଳପ୍ରଦତାକୁ ହ୍ରାସ କରୁଥିଲେ ମଧ୍ୟ ପ୍ରାପ୍ତ ପ୍ରାରମ୍ଭିକ ତଥ୍ୟାବଳୀ ଅନୁସାରେ ଏହି ଭୂତାଣୁ ଆକ୍ରାନ୍ତଙ୍କ ଶରୀରରେ କମ୍‌ ସାଙ୍ଘାତିକ ଲକ୍ଷଣ ଦେଖାଯାଉଛି

ହର୍‌ନାଜ୍ କୌର୍‌ ସନ୍ଧୁ ଜିଣିଲେ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍‌ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ

‘ଦିବ୍ୟ କାଶୀ-ଭବ୍ୟ କାଶୀ’ ପାଇଁ ଉତ୍ସବମୁଖର ବାରାଣସୀ: ଆଜି କାଶୀ ବିଶ୍ୱନାଥ କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଦୁଇଦିନିଆ ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି

୨ ଘଣ୍ଟାରେ ଜାଣିହେବ ଓମିକ୍ରନ ସଂକ୍ରମଣ ସ୍ତିତି, ଆଇସିଏମଆରର ନୂଆ ପରୀକ୍ଷା କିଟ

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ଆଉ ଏକ ରୂପ ଓମିକ୍ରନକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବା ବେଳେ ଦିବ୍ରୁଗଡ଼ ସ୍ତିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ, ଆଇସିଏମଆର ନୂଆ ନମୁନା କିଟ ପରୀକ୍ଷା ପ୍ରସ୍ତୁତ କରିଛି। ଏହି କିଟ ଜରିଆରେ ମାତ୍ର ୨ଘଣ୍ଟା ମଧ୍ୟରେ ଜଣେ

ବାକ୍ ସ୍ବାଧୀନତାର ଅଧିକାର ଲଗାମହୀନ ଘୋଡ଼ା ନ ହେଉ – ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : କୌଣସି କ୍ଷେତ୍ରରେ ବାଛବିଚାର ନ ରହିବା ହିଁ ମାନବାଧିକାର ସୁରକ୍ଷା ପ୍ରତି ସର୍ବାଧିକ ସମ୍ମାନ ହେବ ବୋଲି ମତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାର୍ଷିକ ମାନବ ଅଧିକାର ଦିବସ ଅବସରରେ ଆୟୋଗ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ

ପିନାକ-ଇଆର ରକେଟର ସଫଳ ପରୀକ୍ଷଣ

ପୋଖରାଣ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜସ୍ଥାନର ପୋଖରାଣଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଓ ବିକଶିତ ପିନାକ (ପିନାକ-ଇଆର) ରକେଟର ସଫଳ ପରୀକ୍ଷଣ କରାଯାଇଛି। ଗତ ତିନି ଦିନ ଧରି କ୍ରମାଗତ ଭାବେ ଏହି ପରୀକ୍ଷଣ ଚାଲିଥିଲା। ସ୍ବତନ୍ତ୍ର ଲଞ୍ଚର ବ୍ୟବସ୍ଥାରେ ଡିଆରଡିଓ ଏବଂ ସ୍ଥଳ ସେନା

ରାଷ୍ଟ୍ରୀୟ ଲୋକ ଅଦାଲତ, ରାଜ୍ୟରେ ୧୨ ହଜାର ମାମଲା ଫଇସଲା

କଟକ ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଏସ.ମୁରଲୀଧର, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଚାରପତି ଯଶୱନ୍ତ ସିଂହଙ୍କ ମାର୍ଗଦର୍ଶନରେ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ସ୍ଥାନାନ୍ତର

ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଶୁକ୍ରବାର
error: Content is protected !!
Open chat