କୋଭିଡ ସଂକ୍ରମଣ ହ୍ରାସ ପାଇବା ଏକ ସକାରାତ୍ମକ ସଙ୍କେତ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୩୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡର ନୂଆ ଲହରକୁ ଭାରତ ବେଶ୍ ସଫଳତାର ସହ ମୁକାବିଲା କରୁଛି । ଆକାଶବାଣୀରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସାଢ଼େ ୪ କୋଟିରୁ!-->…