Browsing Tag

shashank

କଙ୍ଗନା ରଣାୱତଙ୍କର ମୁମ୍ବାଇରେ ରହିବାର କୌଣସି ଅଧିକାର ନାହିଁ – ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୫/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଗୋଟାଏ ପରେ ଗୋଟାଏ ବିସ୍ପୋରକ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏବେ ଅଧିକ ସକ୍ରିୟ ହୋଇଯାଇଛନ୍ତି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ…

ରିଲିଜ୍‌ ହେଲା ଫିଲ୍ମ ପୋଷ୍ଟର ‘ଶଶାଙ୍କ’ – ସୁଶାନ୍ତଙ୍କ ଭଉଣୀଙ୍କ ଆହ୍ୱାନ , କହିଲେ – ‘ବୟକଟ୍‌ କର’

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୦୧/୦୯ : ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ରାଜ୍‌ ବବ୍ବର ଓ ନାଦିରା ବବ୍ବରଙ୍କ ପୁଅ  ଆର୍ଯ୍ୟ ବ୍ବର ,ଅନେକ ବଡ଼ ବଡ଼ ଫିଲ୍ମରେ ଛୋଟ ଛୋଟ ରୋଲ୍‌ କରିବା ପରେ ଏବେ  ସୋ ଛୋଟ ଛୋଟ ଫିଲ୍ମରେ  ବଡ଼ ରୋଲ୍‌ କରୁଛନ୍ତି । ନିକଟରେ  ତାଙ୍କର ପଞ୍ଜାବୀ  ଫିଲ୍ମ …
error: Content is protected !!
Open chat