ରାଜଗାଙ୍ଗପୁର ମୁଖ୍ୟ ଡାକଘର: କାର୍ଯ୍ୟଳୟରେ “ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ” ନୀତି ଦେଖିବାକୁ…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୦/୦୯ : ସମଗ୍ର ବିଶ୍ୱ କରୋନା ପ୍ରଭାବରେ ପ୍ରଭାବିତ । ଏହା ପ୍ରଭାବରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ସଟଡାଉନ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଅନଲକ ପ୍ରକ୍ରିୟାରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ!-->…