ବିଜେପିକୁ ୫ ବର୍ଷ ଦିଅନ୍ତୁ, ପଶ୍ଚିମବଙ୍ଗକୁ ‘ସୋନାର୍ ବାଙ୍ଗଲା’ କରି ଦେଖାଇବୁ : ଅମିତ ଶାହା
କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି । ତେବେ ନିର୍ବାଚନ ପୂର୍ବରୁ ଟିଏମ୍ସି ବିଧାୟକ ଏବଂ ନେତାମାନେ ଦଳ!-->…