ରାଷ୍ଟ୍ରପତି ପଦ ପାଇଁ ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ
ଓଡ଼ିଶାରୁ ରହିବେ ମନ୍ତ୍ରୀ ଟୁକୁନି, ସାରକା, କଂଗ୍ରେସ ସମର୍ଥନ କରିବନି
ଭୁବନେଶ୍ବର ୨୪/୦୬/୨୦୨୨ କଳିଙ୍ଗ ଜ୍ୟୋତି : ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ!-->!-->!-->…