Browsing Tag

will

ରାଷ୍ଟ୍ରପତି ପଦ ପାଇଁ ଆଜି ଦ୍ରୌପଦୀଙ୍କ ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶାରୁ ରହିବେ ମନ୍ତ୍ରୀ ଟୁକୁନି, ସାରକା, କଂଗ୍ରେସ ସମର୍ଥନ କରିବନି ଭୁବନେଶ୍ବର ୨୪/୦୬/୨୦୨୨ କଳିଙ୍ଗ ଜ୍ୟୋତି : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ…

୨୮ରୁ ସ୍କୁଲକୁ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା

ଭୁବନେଶ୍ବର ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବୃଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଯଦି ପୂର୍ବ ନିର୍ଦ୍ଧାରିତ…

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର ୦୮/୦୨/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସିବେ। ସେ…

୭ ରୁ ଖୋଲିବ ସ୍କୁଲ-କଲେଜ, ୧୪ ରୁ ପ୍ରଥମରୁ ସପ୍ତମ ଯାଏଁ ଅଫଲାଇନ ପାଠପଢ଼ା

ଭୁବନେଶ୍ବର ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଚଳିତ ମାସ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେବ। କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବ୍ରୁଆରି ୧୪ ତାରିଖ ଠାରୁ ଅଫ୍‌ଲାଇନ୍‌ କ୍ଲାସ ହେବ। ରାଜ୍ୟବାସୀଙ୍କୁ…

ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ : ବିଶେଷଜ୍ଞ

ନୁଆଦିଲ୍ଲୀ ୧୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିର ଭଳି ଆଣ୍ଟିବାୟ‌ୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତକରିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀ କରୋନା ଟିକା…

ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେସନ : ଅଶ୍ୱିନୀ ବୈଷ୍ଣବ

କଟକ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : କଟକ ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ। କେନ୍ଦ୍ର ରେଳ, ଇଲୋକ୍ଟ୍ରୋନିକ୍ସ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଶୁକ୍ରବାର କଟକ ରେଳଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାର ଉନ୍ନତିକରଣର ଭିତ୍ତିପ୍ରସ୍ତର…

ଝୁଲିଲା ସ୍କୁଲଖୋଲା ନିଷ୍ପତ୍ତି,ଆସନ୍ତା କାଲି ଠାରୁ ଖୋଲିବ ନାହିଁ ସ୍କୁଲ

ଭୁବନେଶ୍ୱର ୦୨/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି । ସାମୟିକ ଭାବେ ସ୍ଥଗିତ ରହିଲା ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତି । ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାହା ଏବେ କାର୍ଯ୍ୟକାରୀ…

ଜାନୁୟାରୀ ୩ରୁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ବର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି :   ଜାନୁୟାରୀ ୩ରୁ ​ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।  ବିଦ୍ୟାଳୟ ଗୁଡ଼ିକରେ ପୂର୍ବାହ୍ନ  ୯ଘଟିକା ଠାରୁ ମଧ୍ୟାହ୍ନ ୧୨ଟା  ପର୍ଯ୍ୟନ୍ତ ପାଠପଢା ହେବ। ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ…

ଏମଏସପି ଉପରେ କମିଟି ’ଖୁବ୍‌ ଶୀଘ୍ର’ ଗଠନ କରାଯିବ: କୃଷି ସଚିବ

ନୂଆଦିଲ୍ଲୀ ୧୩/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏବଂ ଶୂନ୍ୟ ବଜେଟ୍‌ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବା ସମେତ ଅନ୍ୟାନ୍ୟ କୃଷି ପ୍ରସଙ୍ଗ ଉପରେ ଏକ କମିଟି ନିକଟ ଭବିଷ୍ୟତରେ ଖୁବ୍‌ ଶୀଘ୍ର ଗଠନ କରାଯିବ ବୋଲି କୃଷି ସଚିବ ସଞ୍ଜୟ ଅଗ୍ରୱାଲ ସୋମବାର…

ଦିଲ୍ଲୀ ସୀମାରୁ ଆଜିଠାରୁ କୃଷକଙ୍କ ଘରବାହୁଡା

ନୂଆଦିଲ୍ଲୀ ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଏକବର୍ଷରୁ ଅଧିକ କାଳ କୃଷି ଆଇନ ପ୍ରତ୍ୟାହାର ସମେତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ଦାବିରେ ଆନ୍ଦୋଳନର ଚାଷୀମାନେ ସେମାନଙ୍କର ଆନ୍ଦୋଳନ ଧର୍ମଘଟକୁ ପ୍ରତ୍ୟାହାର କରିନେଇଛନ୍ତି। ଏ…
error: Content is protected !!
Open chat