୪୨.୭ ଡିଗ୍ରି ତାପମାତ୍ରା ସହ ତାଳଚେର ଓ ଅନୁଗୁଳ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

0 918
greentech

ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଛି। ତେବେ, ଗତକାଲି ତୁଳନାରେ ଆଜି ତାତିର ମାତ୍ରା କିଛିଟା କମ୍‌ ରହିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେର ଓ ଅନୁଗୁଳରେ ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।

ଆଜି ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୯.୮ ଓ କଟକରେ ୩୯.୨ ଡିଗ୍ରି ସେଲସିୟସ ରହିଛି। ଏଥିସହ

ବାଲେଶ୍ୱର ୩୭.୫
ଚାନ୍ଦବାଲି ୩୯.୬
ପାରାଦୀପ ୩୧.୮
ଗୋପାଳପୁର ୩୧.୮
ପୁରୀ ୩୩.୦
ବାରିପଦା ୪୨.୨
ଝାରସୁଗୁଡ଼ା ୪୦.୬
କେନ୍ଦୁଝର ୩୯.୮
ସମ୍ବଲପୁର ୪୧.୪
ସୁନ୍ଦରଗଡ଼ ୪୧.୫
ହୀରାକୁଦ ୪୦.୭
ଭବାନୀପାଟଣା ୪୧.୬
କୋରାପୁଟ ୩୭.୫
ଫୁଲବାଣୀ ୪୦.୦
ଟିଟଲାଗଡ଼ ୪୨.୨
ମାଲକାନଗିରି ୪୨.୦
ସୋନପୁର ୪୦.୮
ଦାରିଙ୍ଗିବାଡ଼ି ୩୭.୦
ନୟାଗଡ଼ ୪୧.୭
ବୌଦ୍ଧ ୪୨.୦
ଛତ୍ରପୁର ୩୪.୫
ପାରଳାଖେମୁଣ୍ଡି ୪୨.୨
ରାୟଗଡ଼ା ୩୯.୮ ଡିଗ୍ରି ସେଲସିୟସ ରହିଛି।

Leave A Reply

Your email address will not be published.

six − 3 =

error: Content is protected !!
Open chat