ଓଡ଼ିଶାରେ କରୋନା ଆରୋଗ୍ୟହାର ବଢ଼ୁଛି : ରାଜେଶ ଭୂଷଣ

0 433
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣଙ୍କ ସୂଚନା। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି। ଯାହା ଜାତୀୟ ହାର ଠାରୁ ୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ।

ଓଡ଼ିଶା, ଗୁଜରାଟ, ତାମିଲନାଡୁ ଆଦି ରାଜ୍ୟ ଜାତୀୟ ହାରଠାରୁ ଅଧିକ। ଓଡ଼ିଶାରେ କରୋନା ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି।

ମୋଟ ଆକ୍ରାନ୍ତ ସଂଖ୍ୟାର ୮୬% ୧୦ଟି ରାଜ୍ୟରେ ରହିଛନ୍ତି। କେବଳ ମହାରାଷ୍ଟ୍ର ଓ ତାମିଲନାଡୁରେ ୫୦% ରହିଛନ୍ତି ବୋଲି ରାଜେଶ କହିଛନ୍ତି।

Leave A Reply

Your email address will not be published.

two × four =

error: Content is protected !!
Open chat